Author: Purva Paksha

ଗୁରୁବାର ରାତିରେ ତୁର୍କୀରେ ପୁଣି ଭୂମିକମ୍ପ ହୋଇଛି। କିଛିଦିନ ତଳେ ତୁର୍କୀରେ ହୋଇଥିଲା ବଡ଼ ଧରଣରେ ଭୂମିକମ୍ପ। ସେତେବେଳେ ଭାରତ, ପ୍ରଥମ ଦେଶ ଭାବେ ତୁର୍କୀକୁ ସାହାଯ୍ୟ ପଠାଇଥିଲା। କିନ୍ତୁ ନମକ ହରାମ ତୁର୍କୀ ପହଲଗାମ ମାମଲାରେ ପାକିସ୍ତାନକୁ ଖୋଲାଖୋଲି ସାହାଯ୍ୟ ଦେଇଛି। ତୁର୍କୀର ପାଗଳ ବୁଢ଼ା ପ୍ରଧାନମନ୍ତ୍ରୀ ଖଲିପା ଶାସନ ପ୍ରତିଷ୍ଠା କରିବା ଚକରରେ ପାକିସ୍ତାନକୁ ସମର୍ଥନ କରୁଛି। ପାକିସ୍ତାନ ଭଳି ତାହାର ଧରମବାପା ମଧ୍ୟ ଲୋକଙ୍କୁ ଧର୍ମ ପଚାରି ହତ୍ୟା କରେ। ଶହେ ବର୍ଷ ତଳେ ତୁର୍କୀ ତାହାର ସାମ୍ରାଜ୍ୟରେ ସାମିଲ ଥିବା ଗୋଟିଏ ଦେଶର ୧୫ ଲକ୍ଷ ନାଗରିକଙ୍କୁ କେବଳ ସେମାନଙ୍କ ଧର୍ମ ପାଇଁ ହତ୍ୟା କରିଥିଲା। ଆଉ ଆଜିଯାଏଁ ସେହି ସତକୁ ମାନିବାକୁ ପ୍ରସ୍ତୁତ ନୁହେଁ। ତେବେ କ’ଣ ଥିଲା ଶହେ ବର୍ଷ ତଳର ସେହି କାହାଣୀ? କ’ଣ ଥିଲା ମରୁଭୂମିରେ ଡେଥ୍ ମାର୍ଚ୍ଚ? ଶହେ ବର୍ଷ ତଳେ ହୋଇଥିବା ନରସଂହାରକୁ ତୁର୍କୀ ସ୍ୱୀକାର କରେ…

Read More