Author: Purva Paksha

ଭିକାରିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏବେ ଢେର ଡ୍ରାମା କରୁଛନ୍ତି। ହାରିଥିବା ଯୁଦ୍ଧର ବିଜେତା ବୋଲି ନିଜକୁ ପେସ୍ କରୁଛନ୍ତି। ବୁଲିବୁଲି କହୁଛନ୍ତି ଆମେ ଭାରତକୁ ପାନେ ଦେଇଛୁ। କିନ୍ତୁ ତାଙ୍କ ବୀରତ୍ୱକୁ କେହି ବିଶ୍ୱାସ କରୁନାହାନ୍ତି। କିନ୍ତୁ ଗୋଟିଏ ମାମଲାରେ ସମସ୍ତେ ଏମିତିକି ତାଙ୍କ ଦେଶ ମଧ୍ୟ ତାଙ୍କ କଥାକୁ ବିଶ୍ୱାସ କରନ୍ତି। ତାହା ହେଉଛି ପ୍ରେମ। ପ୍ରେମ କରିବାରେ ଓ ପ୍ରେମକୁ ଲୁଚାଇବାରେ ମାହିର ଶାହାବାଜ ସରିଫ୍ ପାକିସ୍ତାନରେ ପାଞ୍ଚ ପତ୍ନୀଙ୍କ ପତି ଭାବେ ପରିଚିତ। ଆସନ୍ତୁ ,ଆଜି ଜାଣିବା ଶାହାବାଜଙ୍କ ଲୁଚା ପିରତୀର ସତ କାହାଣୀ। ଆଧିକାରିକ ଭାବେ ଶାହାବାଜ ତିନିଟି ବିବାହ କରିଛନ୍ତି, କିନ୍ତୁ ପାକିସ୍ତାନର ଗଣମାଧ୍ୟମ ତାଙ୍କ ନାମକୁ ଅନେକ ମହିଳାଙ୍କ ସହ ଯୋଡ଼ିଛି। ପାକିସ୍ତାନରେ ସେ “ପାଞ୍ଚ ବିବାହର ଶାହାବାଜ ଶରିଫ”ଭାବେ ପରିଚିତ। ଏହି ମାମଲାରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କଠାରୁ ଦୁଇ ପାଦ ଆଗରେ ଅଛନ୍ତି। ଇମରାନ ମାତ୍ର ତିନିଜଣଙ୍କୁ…

Read More