Author: Purva Paksha

ଆନ୍ତର୍ଜାତିକ ସମୁଦାୟ ତଥା ଖ୍ରୀଷ୍ଟିଆନ ଲବିର ଚାପରେ ମୋହନ ସରକାର ଚେପା ହୋଇଯାଇଛନ୍ତି। ଦୀର୍ଘ ୨୪ ଧରି ନିରନ୍ତର ଜେଲରେ ଥିବା ଦାରା ସିଂହକୁ ମୁକ୍ତ କରିବା ନିଷ୍ପତ୍ତି ନେବାରେ ମୋହନ ସରକାର ପଛଘୁଞ୍ଚା ଦେଇଛନ୍ତି। ଦିନେ ଯେଉଁ ଦାରାର ହାନୀ ଲାଭ ବୁଝିବାକୁ କେନ୍ଦୁରର ବିଜେପି ନେତା ମୋହନ ଚରଣ ମାଝୀ କେନ୍ଦୁଝର ଜେଲକୁ ଯାଉଥିଲେ, ଏବେ ମୁଖ୍ୟମନ୍ତ୍ରୀ ହେବା ପରେ ଆଶା କରାଯାଉଥିଲା ସେ ଦାରା ସମର୍ଥନରେ ବାହାରିବେ। କିନ୍ତୁ ଫଳ ଓଲଟା ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନ୍ତର୍ଜାତିକ ଚାପରେ ଚାପି ହୋଇ ଦାରାରା ମୁକ୍ତି ଉପରେ କୌଣସି ନିଷ୍ପତ୍ତି ନେଇପାରୁନାହାନ୍ତି। ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟିୱାର୍ଟ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଗତ ୨୪ ବର୍ଷ ଧରି ଜେଲରେ ଥିବା ଦାରା ସିଂହ ଓରଫ ରବୀନ୍ଦ୍ର କୁମାର ପାଲଙ୍କୁ ଓଡ଼ିଶା ସରକାର ତାଙ୍କ ମୁକ୍ତି…

Read More