Author: Purva Paksha

ରାଜ୍ୟରେ ବର୍ଷେ ହେଲା ସରକାର ବଦଳିଛି। ୨୪ ବର୍ଷ ହେଲା ନିରନ୍ତର ଶାସନ କରିଥିବା ନବୀନ ପଟ୍ଟନାୟକ ଏବେ ବିରୋଧୀ ଦଳରେ ବସିଛନ୍ତି। ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହେଉଛି। ଧ୍ୟାନ ନବୀନଙ୍କ ବିଫଳତା, ବିଜେଡିରେ ବିଶୃଙ୍ଖଳା, ପୂର୍ବଭଳି ପାଣ୍ଡିଆନ୍‍ଙ୍କ ପ୍ରଭାବ ପ୍ରଭୃତି ଅନେକ ଆଲୋଚନା ହୋଇଛି। ସୋସାଲ୍‍ ମିଡିଆରେ ବି ଏଗୁଡ଼ିକ ଅଗ୍ନି ସ୍ଫୁଲିଙ୍ଗ ଭଳି ବିସ୍ତାରିତ ହୋଇଛି। କିନ୍ତୁ ସବୁଠୁ ବଡ଼ କଥା ହେଉଛି ଗଲା ଏକ ବର୍ଷ ଭିତରେ କିଛି ପରିବର୍ତ୍ତନ ହୋଇଛି କି? ଶାସନ ହେଉ ବା ପ୍ରଶାସନରେ, ରାସ୍ତାଘାଟ ହେଉ ବା ଜଳସେଚନରେ, ଆସ୍ଥା ହେଉ ବା ସଂସ୍କୃତିର ସୁରକ୍ଷାରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି କି? ଆଇନ ଶୃଙ୍ଖଳା, ଦୁର୍ନୀତି, ମହିଳା ସୁରକ୍ଷା, ଆଭ୍ୟନ୍ତରୀଣ ସୁରକ୍ଷାକୁ ସରକାର ନିୟନ୍ତ୍ରଣକୁ ଆଣିପାରିଛନ୍ତି କି, ନା କେବଳ ବିଜେଡି ପଛରେ ଧାଉଁଥିବା ମିଡିଆକୁ ଦେଖି ନାହିରେ ତେଲ ପକାଇ କେନ୍ଦ୍ରର ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି? ଏ ବିଷୟକୁ…

Read More