Author: Purva Paksha

ନବେ ଦଶକରେ କାଶ୍ମୀରରେ ଆତଂକବାଦୀ ଆକ୍ରମଣ ଆରମ୍ଭ ହେଲା। କାଶ୍ମୀର ଯୁବକଙ୍କୁ ପାକିସ୍ଥାନ ସେନା ତାଲିମ ହାତିଆର ଅର୍ଥ ଦେଇ ଆତଂକବାଦୀ କାର୍ଯ୍ୟକଳାପ ଆରମ୍ଭ କଲା। ଯେତେବେଳେ ପାକିସ୍ଥାନ ଉପରେ ଚାପ ପଡିଲା ସିଏ କାଶ୍ମୀର ଯୁବକଙ୍କୁ ଇରାନ ନେଇ ତାଲିମ୍ ଦେଲା। ସେଠି ମଦ୍ରାସା ବନେଇ ତାଲିମ୍ ଶିବିର ଚାଲିଲା। ଏଥିରେ ପାକିସ୍ଥାନର ଆଇଏସଆଇ ଓ ଇରାନର ଗୁଇନ୍ଦା ସଂସ୍ଥା ସବକ ସାମିଲ୍ ଥିଲା। RAW ଏସବୁକୁ କାଉଣ୍ଟର କରିବାକୁ ପ୍ରଥମେ ଇରାନ ତାଲିମ୍ ଶିବିର କୁ ଧ୍ୱଂସ କରିବାକୁ ଚାହିଁଲା। ସେଥିପାଇଁ ବେଣୁଗୋପାଳ ନାମକ ଜଣେ RAW ଅଧିକାରୀଙ୍କୁ ଇରାନ୍ ପଠାଗଲା। ଭାରତୀୟ ଦୂତାବାସ ରେ ତାଂକୁ ଡିପ୍ଲୋମାଟ ପରିଚୟ ଦେଇ ରଖାଗଲା। ସେତେବେଳେ ଇରାନ୍ ରେ ଭାରତର ରାଷ୍ଟ୍ରଦୂତ ଥିଲେ ହମିଦ ଅନସାରୀ। ତାଂକୁ ଯେତେବେଳେ ବେଣୁଗୋପାଳ ଏ ତାଲିମ୍ ଶିବିର ଧ୍ବଂସ କଥା ଜଣେଇଲେ ସେ ସମର୍ଥନ ଦେଲେନି। ଅନସାରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ ସଞ୍ଜିବ…

Read More