Author: Purva Paksha

ଇସଲାମର ଜନ୍ମସ୍ଥଳୀ ଆରବ। ସେଠି ଗାଈ ଗୋରୁ ନ ଥାନ୍ତି। ଇସଲାମରେ ଗାଈମାନଙ୍କୁ ବଳି ଚଢ଼େଇବା ପରମ୍ପରା ହିଁ ନ ଥିଲା । ସେଠି ଓଟ ଛେଳି ମେଣ୍ଢା ବଳିଦେବାର ପରମ୍ପରା ରହିଛି । ଭାରତର ମୁସଲିମ ପୂର୍ବରୁ ସବୁ ହିନ୍ଦୁ ଥିଲେ । କାଁ ଭାଁ କିଛି ହିନ୍ଦୁଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଗୋମାଂସ ଖାଆନ୍ତି ନାହିଁ । ଆର୍ଯ୍ୟ ଜୀବନ ଶୈଳୀରେ ଗାଈ ଅର୍ଥନୈତିକ ସାମାଜିକ ଜୀବନର ଏକ ପ୍ରମୁଖ ଭୂମିକା ଗ୍ରହଣ କରେ । ସେଥିପାଇଁ କାଳ କାଳରୁ ହିନ୍ଦୁ ଗାଈକୁ ମାତା ଭଳି ପୂଜା କରେ । ଯେଉଁ ଧର୍ମାନ୍ତରିତ ମୁସଲିମ ଭାରତ ପାକିସ୍ଥାନ ବାଂଲାଦେଶରେ ଅଛନ୍ତି ।  ସେମାନଙ୍କ ପୂର୍ବଜ ହିନ୍ଦୁ । ଜଣେ ହିନ୍ଦୁ ଯିଏ ଗୋମାଂସ ଖାଆନ୍ତି ନାହିଁ ସିଏ ଯଦି କାଲି ମୁସଲିମ ହେଇଯିବ ତାଂକୁ ଗୋମାଂସ ଦେଲେ ସିଏ କ’ଣ ଖାଇପାରିବ ? କାରଣ ମଣିଷ ତା’ର ଚିରାଚରିତ…

Read More