Author: Purva Paksha

ଆପଣ ସୋସିଆଲ ମିଡ଼ିଆରେ କନିଆକୁ ନାଚି ନାଚି ଏଣ୍ଟ୍ରି କରିବାର ଦେଖିଥିବେ । କନିଆ ପାଇଁ ଏବେ ବର ନାଚି ନାଚି ଆସିବାର ଟ୍ରେଣ୍ଡ ସେଟ ହେବାରେ ଲାଗିଲାଣି । ଜଣେ ବର ତା କନିଆ ପାଇଁ ନାଚିବା ଭିଡିଓ ଏବେ ଭାଇରାଲ୍ ହେଇଛି । ଭିଡିଓ ଭାଇରଲ ହେବା ସହ ଭିଡିଓ ଉପରେ ଖୋଦ ହ୍ରିତିକ୍ ରୋଶନ ବି ପ୍ରତିକ୍ରିୟା ଦେଇଛନ୍ତି । ଗୀତଟି ଧୁମ ୨ର ଥିଲା । ଆପଣ ସମସ୍ତେ ଜାଣିଥିବେ ଧୁମ 2 ରେ ହ୍ରିତିକ ରୋଶନଙ୍କର ଆଇକୋନିକ ଡାନ୍ସ ଓ ଆକ୍ଟିଙ୍ଗ୍ ଲୋକଙ୍କୁ କେତେ ପ୍ରଭାବିତ କରିଥିଲା । ଧୂମ 2 ର ଅର୍ଥ ହ୍ରିତିକଙ୍କ ଜବରଦସ୍ତ ଡାନ୍ସ ଓ ଆକ୍ଟିଙ୍ଗ । ପର୍ତ୍ତୁଗାଲରେ ଏକ ବିବାହର ଏକ ସୁନ୍ଦର ମୁହୂର୍ତ୍ତଟି ଭାଇରଲ ହୋଇଛି । ଯେତେବେଳେ ଜଣେ ବର ତାଙ୍କ କନ୍ୟାଙ୍କ ପାଇଁ ଧୂମ୍ 2 ଟାଇଟଲ୍ ଟ୍ରାକର ଗୀତରେ ଜୋରଦାର ଡାନ୍ସ…

Read More