Author: Purva Paksha

ରାଜ୍ୟରେ ପଟ୍ଟନାୟକ- ପାଣ୍ଡିଆନ୍‍ଙ୍କ କଥା କାହାକୁ ଅଛୁପା ନାହିଁ। ରାଜନୀତି ବିଷୟରେ ଅଜ୍ଞଥିବା କୌଣସି ବି ଓଡ଼ିଆ ଏ ଦୁଇ ନା ବାବଦରେ ପରିଚିତ ଥିବ ନିଶ୍ଚୟ। ଏହି ଯୋଡ଼ିର ପ୍ରଭାବ ଓଡ଼ିଶାର ଶାସନ ବ୍ୟବସ୍ଥାରେ ୨୦୧୪ ନିର୍ବାଚନ ପରେ ଆରମ୍ଭ ହୁଏ; କିନ୍ତୁ ୨୦୨୪ ନିର୍ବାଚନ ସମୟରେ ଏ ଯୋଡ଼ିର ପ୍ରଚାର ଏତେ ରହିଲା ଯେ ତାହା ଉଭୟଙ୍କ ପାଇଁ ବୁମେରାଂ ହୋଇଥିଲା। ନିର୍ବାଚନ ପରେ କେତେ ଯେ କ’ଣ ଘଟିଛି ତାହାର ପଟାନ୍ତର ନାହିଁ କିନ୍ତୁ ଯୋଡ଼ି ଭାଙ୍ଗି ନାହିଁ। ଆଜି ଲୋକ କହୁଛନ୍ତି ଇଏ ହିଁ ପ୍ରକୃତ ହିତାଧିକାରୀ କେବଳ ନବୀନ ବାବୁଙ୍କର ନୁହେଁ ବରଂ ପୂରା ପଟ୍ଟନାୟକ ପରିବାରର। ପାଣ୍ଡିଆନ୍‍ ନବୀନଙ୍କ ଉତ୍ତାଧିକାରୀ ହେବେ କି ନା ସେ ବିଷୟରେ ଅନେକ ଚର୍ଚ୍ଚା ହୋଇଛି। ୨୦୨୪ ନିର୍ବାଚନ କାଳରେ ଏହି ପ୍ରସଙ୍ଗ ରାଜ୍ୟବାସୀଙ୍କୁ ଏତେ ଆକ୍ରାନ୍ତ କରିଥିଲା ଯେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ଘଡ଼ି…

Read More