Author: Purva Paksha

ପଚାଶ ବର୍ଷ ପୂର୍ବ ଘଟଣା। ଆଜି ବି ମନେପଡ଼େ, କାରଣ ଏହା ଭାରତର ଗଣତନ୍ତ୍ର ପାଇଁ ଏକ କଳା ଅଧ୍ୟାୟ ଥିଲା। ଦେଶରେ ପୁଲିସ, ସେନା, ପାରାମିଲିଟାରୀ ଦେଶର ନିର୍ବାଚିତ ସରକାରମାନଙ୍କ ଉପରେ ଥିଲା। ଜଣେ ଲୋକ ଗଣତନ୍ତ୍ରର ଉର୍ଦ୍ଧ୍ୱରେ ରହି ରାଜା ମହାରାଜା ଭଳି ଶାସନ କରୁଥିଲେ। ଯିଏ ବିରୋଧ କଲା ତାକୁ ଗିରଫ କରାଯାଉଥିଲା। ୧ଲକ୍ଷ ୧୦ ହଜାର ୮୦୬ ଜଣଙ୍କୁ ବନ୍ଦୀ କରାଯାଇଥିଲା। ପରିସ୍ଥିତିର ଫାଇଦା ନେବାକୁ ତତ୍କାଳୀନ ଓଡ଼ିଶା ସରକାର ବି ଭୁଲି ନ ଥିଲେ। ଫଳରେ ଏଠି ବି ପରିସ୍ଥିତି ଅନ୍ଧକାରମୟ ହୋଇଥିଲ, ପ୍ରାୟ ୨୧ ମାସ। କ’ଣ ଥିଲା ସେତେବେଳେ ଓଡ଼ିଶାର ରାଜନୀତି। କେମିତି ଚାଲିଥିଲା ଶାସନ ବ୍ୟବସ୍ଥା? ତାହାକୁ ମନେପକାଇବା ଆଜିର ଏପିସୋଡରେ। ଆଜିକୁ ୫୦ ବର୍ଷ ପୂର୍ବେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲଗାଯାଇଥିଲା। ଏହା ପ୍ରଥମ ଓ ଏଯାଏ ଶେଷ ଜରୁରୀ କାଳୀନ ପରିସ୍ଥିତି। ବିଜେପି ସରକାର ଆସିବା ପରେ…

Read More