Author: Purva Paksha

ରଥଯାତ୍ରାରେ ବିଭ୍ରାଟ ହେବା କିଛି ନୂଆ କଥା ନୁହେଁ। ଶତାବ୍ଦୀ ପୂର୍ବରୁ ହେଉଥିଲା ଆଉ ଏବେବି ହେଉଛି। କେବଳ ଫରକ ଏତିକି ଯେ, ଏତେ ଟେକ୍ନୋଲୋଜି, ସୁବିଧା ସୁଯୋଗ ଥାଇ ମଧ୍ୟ ଆମେ ସାମାନ୍ୟ ସମନ୍ୱୟ ରକ୍ଷା କରିନପାରିବାରୁ ବିଭ୍ରାଟ ଘଟୁଛି। ଇତିହାସକୁ ଦ୍ୱାହି ଦେଇ ଆମେ ଖସିଯିବାକୁ ଚେଷ୍ଟା କରୁଛୁ। ଶ୍ରୀ ଜଗନ୍ନାଥଙ୍କ ଇଚ୍ଛା କହି ଭକ୍ତଙ୍କ ସମବେଦନା ହାସଲ କରୁଛୁ। କିନ୍ତୁ ଆମେ ଆମର ମୂଳ କର୍ତ୍ତବ୍ୟକୁ ଭୁଲି ଯାଉଛୁ। ଏ ପ୍ରସଙ୍ଗ ଆଜି ସାରା ଓଡ଼ିଶାରେ ଏବଂ ବିଶ୍ୱର କୋଣେ ଅନୁକୋଣେ ଥିବା ଆମର ସମସ୍ତ ଜଗନ୍ନାଥପ୍ରେମୀଙ୍କ ଭିତରେ ଆଲୋଚିତ ହେଉଛି। ସେହି ଆଲୋଚନାକୁ ନେଇ ଆଜିର ଆଲୋଚନା। ଆମର ଆସ୍ଥା, ଭାବାବେଗ, ବିଶ୍ୱାସ ସର୍ବୋପରି ପରିଚୟ ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ତାଙ୍କରି ଯାତ୍ରାକୁ ସୁଗମ, ସୁସଜ୍ଜିତ, ଶୃଙ୍ଖଳିତ କରିବା ହେଉଛି ପ୍ରଶାସନର ଦାୟିତ୍ୱ। ସେ ରାଜତନ୍ତ୍ରର ସମୟ ହେଉ ବା ଶରଣ କାଳର ସମୟ…

Read More