Author: Purva Paksha

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ସତର୍କ ଘଣ୍ଟି। ରାଜ୍ୟରେ କାର୍ଯ୍ୟରତ ଓଡ଼ିଶା ପ୍ରଶାସନିକ ଅଧିକାରୀ (ଓଏଏସ)ମାନେ ଏବେ ମୋହନ ସରକାର ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ଏହି ଯୁଦ୍ଧ ଘୋଷଣା ସେମାନେ ରାଜ୍ୟରେ ବିରୋଧିଦଳ ବିଜେଡି ନେତାଙ୍କ ଇଙ୍ଗିତ କରାଯାଇଥିବା କୁହାଯାଉଛି। ଏହି ଓଏଏସ ଅଫିସରମାନଙ୍କର ବିଜେଡି ପ୍ରତି ଏତେ ଆନୁଗତ୍ୟ ରହିଛି ଯେ ସେମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଶ୍ୱାସକୁ ନେଇ ନାହାନ୍ତି। ବରଂ ବିଜେପି ସରକାର କିପରି ବିପଦରେ ପଡ଼ିବ ସେ ଦିଗରେ କାମ କରିବାରେ ଲାଗିଛନ୍ତି। ବିଏମସିର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ କରିଥିବା ସମସ୍ତ ଦୁର୍ବୃତ୍ତଙ୍କୁ ଗିରଫ କରାଗଲା,ସେମାନଙ୍କୁ ବିଜେପି ରୁ ନିଲମ୍ବନ କରାଗଲା, ତଦନ୍ତ ବି ହେଉଛି। ସକାଳେ ଓଏଏସ ସଂଘ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲା ପରେ ରାଜ୍ୟବ୍ୟାପୀ ବନ୍ଦ ଆନ୍ଦୋଳନରୁ ବିରତ ରହିବାର ନିଷ୍ପତ୍ତି ନେଲା। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି କେମିତି ନ ହେବ ସେ…

Read More