Author: Purva Paksha

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବେ ଚର୍ଚ୍ଚାରେ ରହିଛନ୍ତି। ଭୁବନେଶ୍ୱର ମ୍ୟୁନିସିପାଲିଟିରେ ନିଜ ଦଳୀୟ କର୍ମୀଙ୍କ ବିଶୃଙ୍ଖଳା ପ୍ରତି କେନ୍ଦ୍ରୀୟ ନେତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଛନ୍ତି। ଏପରିକି ଦୁଇଦିନର ସୋସିଆଲ୍‍ ମିଡିଆ ପୋଷ୍ଟ ଓ ଜାତୀୟ ଗଣମାଧ୍ୟମରେ ନିଜର ସରକାର ବିରୋଧୀ ମନ୍ତବ୍ୟ ପରେ ଏବେ ରାଷ୍ଟ୍ରୀୟ ସଭାପତିଙ୍କ ସହ ଏକ ଫଟୋ ଉତ୍ତୋଳନ କରି ସାମାଜିକ ମିଡିଆରେ ପୋଷ୍ଟ କରିଛନ୍ତି ଅପରାଜିତା। ପ୍ରଶ୍ନ ଉଠୁଛି ଏହାକୁ ନେଇ କି ଇଙ୍ଗିତ ଦେବାକୁ ଚାହୁଁଛନ୍ତି ଅପରାଜିତା। Met Respected Sri @JPNadda President, @BJP4India ,at his residence yesterday. I did tell him that I have learnt a lot from him -His Grace, his Humility, his Knowledge, his Trust, his Articulation, his Kindness & his Patience . Very silently,he has guided me beyond measure.…

Read More