Author: Purva Paksha

ଓଡ଼ିଶା ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଉଭୟ ସରକାର ଓ ସମୀକରଣ ଏଥିରେ ପ୍ରଭାବିତ ହେବ। ବିଜେପି ସମୀକରଣକୁ ଦେଖିଲେ କ୍ଷମତା କେନ୍ଦ୍ର ଏବେ ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ନାହିଁ। ଯେତେବେଳେ ବି ରାଜ୍ୟ ନେତୃତ୍ୱ ଦିଲ୍ଲୀ ଯାଉଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀଙ୍କୁ ସିନା ଭେଟୁଛନ୍ତି ଧର୍ମେନ୍ଦ୍ରଙ୍କୁ ଆଉ ବାସି ପାଣିରେ ପଚାରୁ ନାହାନ୍ତି। ଅର୍ଥାତ୍‍ କ୍ଷମତା କେନ୍ଦ୍ର ଓ ସମୀକରଣ ବିଜେପିରେ ବଦଳିବାରେ ଲାଗିଛି। ପ୍ରଶ୍ନ ଉଠେ ଯେଉଁ ନେତାଙ୍କୁ ବିଜେପି ୨୦୧୯ ନିର୍ବାଚନର ବିଜୟ ଶ୍ରେୟ ଦେଇ ଏତେ କ୍ଷମତା ଦେଇଥିଲା ଆଜି କାହିଁକି କୋଣଠେସା କରିଛି? କାହିଁକି ଧର୍ମେନ୍ଦ୍ର ସଙ୍କୁଚିତ ହେବାକୁ ବାଧ୍ୟ ହୋଇଛନ୍ତି? ଏହାର କାରଣ ପଛରେ ରହିଛନ୍ତି ଧର୍ମେନ୍ଦ୍ରଙ୍କ ଜଣେ ପରମ ବନ୍ଧୁ। ଯାହାଙ୍କ ସହ ସେ ଉତ୍ତରପ୍ରଦେଶର ଗଡ଼ ୨୦୨୨ ବିଧାନସଭା ନିର୍ବାଚନରେ ଜିତିଥିଲେ। ଜାଣି ସାରିବେଣି ମୁଁ କାହା କଥା କହୁଛି। ଆଗକୁ ବିସ୍ତୃତ ସମୀକରଣକୁ ଉପସ୍ଥାପନ…

Read More