Author: Purva Paksha

ଦେଶ ସ୍ୱାଧିନତା ପାଇଁ ଗାନ୍ଧିଜୀଙ୍କ କର ବା ମର ଭଳି ଭାରତର ନିର୍ବାଚନ କମିଶନ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଦୁଇଟି ବିକଳ୍ପ ଦେଇଛନ୍ତି। ଗୋଟିଏ ହେଲା ନିୟମ ଅନୁସାରେ ଅଭିଯୋଗ ଦାଖଲ କର; ନ ହେଲେ ଦେଶବାସୀଙ୍କୁ କ୍ଷମା ମାଗ। ରାହୁଲ ଆଣିଥିବା ‘ଭୋଟ୍‍ ଚୋରି’ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିବା ସହ ରାହୁଲ ନିର୍ବାଚନ କମିଶନଙ୍କ ତଥ୍ୟକୁ ମୋଡିମାଡ଼ି ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ବ୍ୟବହାର କରିଛନ୍ତି ବୋଲି କହିଛନ୍ତି ନିର୍ବାଚନ କମିଶନ ଜ୍ଞାନେଶ କୁମାର। ନିର୍ବାଚନ କମିଶନ ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭିତରେ ଏହି ପରସ୍ପର ଯୁଦ୍ଧଂ ଦେହି ଡାକରାକୁ ନେଇ ଆଜିର ଆଲୋଚନା ‘ପୁଣି କ୍ଷମା ମାଗିବେ କି ରାହୁଲ’? ବିହାର ନିର୍ବାଚନ ପରିପ୍ରେକ୍ଷୀରେ ସାରାଦେଶର ରାଜନୀତିକ ପରିସ୍ଥିତିକୁ ଆକ୍ରାନ୍ତ କରିଥିବା ରାହୁଲଙ୍କ ‘ଭୋଟ୍‍ ଚୋରି’ ଅଭିଯୋଗରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ବିହାରର…

Read More