Author: Purva Paksha

ଏକଦା ବିଜେଡିର ଶକ୍ତି ଓ କ୍ଷମତା କେନ୍ଦ୍ର ସାଜିଥିବା ନବୀନ ପଟ୍ଟନାୟକ ଏବେ ବିଜୁ ଜନତା ଦଳ ପାଇଁ ଦୁଃଖ ପାଲଟିଛନ୍ତି। ତାଙ୍କ ବୟସ ବଢ଼ିବା, ଦେହ ଖରାପ ହେବା ଅଥବା ସେ କ୍ଷମତାରୁ ଅପସାରିତ ହେବା ଏହାର ଗୋଟିଏ ଗୋଟିଏ କାରଣ ହୋଇପାରେ। କିନ୍ତୁ ସବୁଠାରୁ ବଡ଼ କାରଣ ହେଉଛି ତାଙ୍କ ପରେ କିଏ ବିଜେଡିର ମଙ୍ଗ ଧରିବ ତାହା ସ୍ଥିର ନ ହୋଇପାରିବା। ପାଣ୍ଡିଆନ୍‍ ଓ ତାଙ୍କ ପରିବାର ପ୍ରତି ନବୀନଙ୍କର କି ଦୁର୍ବଳତା ରହିଛି ଯାହା ତାଙ୍କୁ ଏହି ପ୍ରକ୍ରିୟା ଓ ଆବଶ୍ୟକତାରୁ ବିରତ କରୁଛି? ନବୀନଙ୍କ କି ଦୁର୍ବଳତା ପାଣ୍ଡିଆନ୍‍ଙ୍କ ପାଖରେ ବନ୍ଧା ପଡ଼ିଛି, ଯାହା ତାଙ୍କୁ ଲକ୍ଷ ଲକ୍ଷ କର୍ମୀ, ନୂଆ ପୁରୁଣା ସହକର୍ମୀଙ୍କ ଆସ୍ଥାଠାରୁ ଦୂରେଇ ରହିବାକୁ ବାଧ୍ୟ କରୁଛି? କ’ଣ ସେ କାରଣ ଯେଉଁଥି ପାଇଁ ଏକ ସାମ୍ରାଜ୍ୟର ଉତ୍ତରାଧିକାରୀ ସ୍ପଷ୍ଟ ହୋଇପାରୁନାହିଁ? କାହିଁକି ବାରମ୍ବାର ଗୋଟିଏ ବ୍ୟକ୍ତିଙ୍କୁ ନେଇ ଦଳ…

Read More