Author: Purva Paksha

ଅନେକ ସଂସ୍କୃତି, ଜାତି, ସାମାଜିକ ବ୍ୟବସ୍ଥା ଓ ଆର୍ଥିକ ସ୍ଥିତିରେ ସଜା ହୋଇଛି ଭାରତର ରାଜନୀତି। ଭିନ୍ନ ଭିନ୍ନ ପରିବେଶରୁ ଏଠାରେ ନେତା ଚୟନ ହୁଅନ୍ତି, ଭାରତୀୟ ଗଣତନ୍ତ୍ରର ନେତୃତ୍ୱ ନିଅନ୍ତି। ଏଥିରେ ଧନ, ସମ୍ପତ୍ତି କେତେ ଗୁରୁତ୍ୱ ବହନ କରେ? ଦିନକୁ ଦିନ ବଢ଼ିଚାଲିଥିବା ନିର୍ବାଚନ ଖର୍ଚ୍ଚକୁ ସେମାନେ କେମିତି ପରିଚାଳନା କରନ୍ତି? ଏମିତି ଅନେକ ପ୍ରଶ୍ନ ଆମ ମନରେ ଉଙ୍କି ମାରେ। ଘୃଣା ପ୍ରସାରଣ କରେ। ହେଲେ କେବେ ଅନୁଶୀଳନ କରିଛନ୍ତି ସେମାନଙ୍କ ଆୟ କେତେ? କେତେ ସମ୍ପତ୍ତିର ସେମାନେ ମାଲିକ? ଆଜି ଏ ସନ୍ଦର୍ଭରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ଓ ଅପରାଧ ବିବରଣୀର ଏକ ଅନୁଶୀଳନକୁ ନେଇ ଆମ ମୁଖ୍ୟମନ୍ତ୍ରୀଙ୍କ ଚରିତ୍ର। ସୌଖିନ ସେବା ସରକାରୀ ନା ନିଜର ବ୍ୟକ୍ତିଗତ ଦେଶର ୨୭ଟି ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଞ୍ଚଳରେ ୩୦ ଜଣ ମୁଖ୍ୟମନ୍ତ୍ରୀ ଭାରତର ସଂଘୀୟ ରାଜନୀତିକୁ ନେତୃତ୍ୱ ଦେଉଛନ୍ତି। କେତେବେଳେ ମୁଖ୍ୟମନ୍ତ୍ରୀମାନଙ୍କୁ ଲମ୍ବା ଲମ୍ବା…

Read More