Author: Purva Paksha

Budget 2025: ଫେବ୍ରୁଆରି ପହିଲାରେ କେନ୍ଦ୍ର ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଗୃହରେ ଉପସ୍ଥାପନ କରିବେ। ଏହି ବଜେଟକୁ ନେଇ ଇଣ୍ଡଷ୍ଟ୍ରିର ବହୁତ ଆଶା ରହିଛି । ଚାକିରି କରୁଥିବା ଲୋକଙ୍କୁ ଆୟକରଛାଡ଼ କରିବା ସହିତ ବ୍ୟବସାୟୀଙ୍କୁ ମଧ୍ୟ ଅନେକ ସୁବିଧା ମିଳିବା ଦରକାର ବୋଲି ଶିଳ୍ପ ପକ୍ଷରୁ କୁହାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ବଜେଟ୍ ଉପସ୍ଥାପନ କରିବେ ଏହି ବଜେଟରୁ ଇଣ୍ଡଷ୍ଟ୍ରି ବହୁତ କିଛି ଆଶା କରୁଛି ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଟିକସ ଛାଡ଼ ମିଳିବ ବୋଲି ଆଶା କରାଯାଉଛି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ତାରିଖରେ ବଜେଟ୍ ଉପସ୍ଥାପନ କରିବେ। ବେତନଭୋଗୀଙ୍କଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ଏହି ବଜେଟ୍‍କୁ ନେଇ ଅନେକ ଆଶା ରଖିଛନ୍ତି, ଯେମିତି ପ୍ରତିବର୍ଷ ରଖନ୍ତି। ବେତନଭୋଗୀ ଯଦି ଟିକସ କମିବାର ଆଶା ରଖିଛନ୍ତି ସେମିତି ଶିଳ୍ପଜଗତ ଆଶା ରଖିଛି…

Read More