Author: Purva Paksha

What is Budget for Education in India: କେନ୍ଦ୍ର ବଜେଟ୍ ୨୦୨୫ରେ ଶିକ୍ଷା ଓ ନିଯୁକ୍ତି ପାଇଁ କ’ଣ ମିଳିପାରିବ? ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ବର୍ଷ ବର୍ଷ ଧରି ଭାରତରେ ଶିକ୍ଷା, ଚାକିରି, ଛାତ୍ରଛାତ୍ରୀଙ୍କୁ କ’ଣ ଦିଆଯାଇଛି ତାହା ଏହି ଲେଖାରେ ବର୍ଣ୍ଣନା କରାଯାଇଛି। କ’ଣ କହୁଛନ୍ତି ବିଶେଷଜ୍ଞ? ଫେବ୍ରୁଆରି ୧ରେ ଉପସ୍ଥାପିତ ହେବ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ।. ବଜେଟରେ ଛାତ୍ରଛାତ୍ରୀଶିକ୍ଷା ପାଇଁ କ’ଣ ଆଶା କରିପାରିବେ? ଗତବର୍ଷର ଶିକ୍ଷା ବଜେଟରେ କ’ଣ ଥିଲା? ଶିକ୍ଷା, ଦକ୍ଷତା ବିକାଶ ଓ ରୋଜଗାର ଯେକୌଣସି ସରକାରଙ୍କ ବଜେଟର ପ୍ରାଥମିକତା ମଧ୍ୟରେ ରହିଥାଏ। ମୋଦି ସରକାର ୩.୦ର ପ୍ରଥମ ବଜେଟରେ ଦକ୍ଷତା ପ୍ରଶିକ୍ଷଣ, ଇଣ୍ଟର୍ଣ୍ଣସିପ୍, ମାନୁଫାକ୍ଚରିଂ କ୍ଷେତ୍ରରେ ଅତିରିକ୍ତ ନିଯୁକ୍ତି ସୁଯୋଗ ପ୍ରଦାନ ପାଇଁ ନୂଆ ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀଙ୍କ ପାଇଁ ଋଣ ସୁବିଧାକୁ ସହଜ କରିବା ପାଇଁ ଘୋଷଣା କରାଯାଇଥିଲା। ଏଥିମଧ୍ୟରୁ ଅନେକ ଯୋଜନା ଟ୍ରାକରେ ଥିବାବେଳେ…

Read More