Author: Purva Paksha

 Which countries and companies have dominance in technology entertainment and pharmaceutical industry: ଆଜି ଆମେ ଏପରି ଏକ ଯୁଗରେ ରହୁଛୁ ଯେଉଁଠି ଟେକ୍ନୋଲୋଜିଠାରୁ ଆରମ୍ଭ କରି ଔଷଧ, ଅସ୍ତ୍ରଶସ୍ତ୍ର ଠାରୁ ଆରମ୍ଭ କରି ମନୋରଞ୍ଜନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ କିଛି ବଡ଼ କମ୍ପାନୀ ର ଆଧିପତ୍ୟ ରହିଛି । ସେମାନେ କେବଳ ଆମର ଆବଶ୍ୟକତାକୁ ନିର୍ଦ୍ଧାରଣ କରନ୍ତି ନାହିଁ ବରଂ ଆମର ନିଷ୍ପତ୍ତି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାନ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ଏହି ଧାରାକୁ ‘ଟେକ୍ ଇଣ୍ଡଷ୍ଟ୍ରିଆଲ କମ୍ପ୍ଲେକ୍ସ’ ବୋଲି କହିଛନ୍ତି। ଆସନ୍ତୁ ଜାଣିବା କେଉଁ ବଛାବଛା ଦେଶର କଂପାନି ଗୁଡ଼ିକ ବିଶ୍ୱକୁ ନିଜ ଅକ୍ତିଆରକୁ ନେଇଛନ୍ତି। ଥରେ ଭାବନ୍ତୁ ,ଆପଣ ଯାହା ଖାଉଛନ୍ତି, ପିନ୍ଧୁଛନ୍ତି, ଦେଖୁଛନ୍ତି, ଶୁଣୁଛନ୍ତି କିମ୍ବା ବ୍ୟବହାର କରୁଛନ୍ତି,ତାହା କଣ ପ୍ରକୃତରେ ଆପଣଙ୍କ ପସନ୍ଦ ? ନା ହାତଗଣତି କିଛି କମ୍ପାନି ଆପଣ କଣ ପିନ୍ଧିବେ,କ’ଣ…

Read More