Author: Purva Paksha

Russia Ukraine War Trump: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ପାଖାପାଖି ୩ ବର୍ଷ ଧରି ଯୁଦ୍ଧ ଚାଲିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଟିନଙ୍କ ବିରୋଧରେ ସବୁଠାରୁ କଠୋର ମନ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ପୁଟିନ୍ ଚୁକ୍ତି ପାଇଁ ପ୍ରସ୍ତୁତ ନ ହୋଇ ରୁଷିଆକୁ ଧ୍ୱଂସ କରୁଛନ୍ତି। ଏଥିସହିତ ଏହି ଯୁଦ୍ଧକୁ ରୋକିବାରେ ଭାରତ ସହଯୋଗ କରନ୍ତୁ ବୋଲି ଦାବି ହେଉଛି। ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପୂର୍ବରୁ ଇସ୍ରାଏଲ ଓ ହାମାସ ମଧ୍ୟରେ ଅସ୍ତ୍ରବିରତି ଜାରି କରିଛନ୍ତି। କ୍ଷମତାକୁ ଆସିବା ମାତ୍ରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ। ୟୁକ୍ରେନ ଯୁଦ୍ଧରେ ମୁକାବିଲା କରିବାକୁ ମନା କରି ପୁଟିନ୍ ରୁଷିଆକୁ ଧ୍ୱଂସ କରୁଛନ୍ତି ବୋଲି ସେ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପୂର୍ବରୁ ଇସ୍ରାଏଲ ଓ ହାମାସ ମଧ୍ୟରେ ଅସ୍ତ୍ରବିରତି ଜାରି କରିଥିଲେ। ଏବେ ଟ୍ରମ୍ପ ରାଷ୍ଟ୍ରପତିଭାବେ ଶପଥ ନେଇଛନ୍ତି।…

Read More