Author: Purva Paksha

DoGE: ଟ୍ରମ୍ପ ଶପଥ ଗ୍ରହଣ କରିବାମାତ୍ରେ ଡିଓଜିଇ ନିଜ ବିଷୟରେ ପ୍ରଥମ ନିଷ୍ପତ୍ତି ନେଇଛି। ଆଉ ସେଇ ପ୍ରଥମ ନିଷ୍ପତ୍ତି ହେଉଛି, ବିବେକଙ୍କୁ ବାହାର ରାସ୍ତା ଦେଖାଇବା। ଏବେ ଡିଓଜିଇରେ କେବଳ ମସ୍କଙ୍କୁ ଦେଖିବାକୁ ମିଳିବ। ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ଗଠନ ଘୋଷଣା କରିବା ସହ ଟେସ୍ଲା ଏବଂ ସ୍ପେସ୍ ଏକ୍ସ ମାଲିକ ଏଲନ୍ ମସ୍କଙ୍କ ସହ ବିବେକ ରାମାସ୍ୱାମୀଙ୍କୁ ଏହାର ଦାୟିତ୍ୱ ଦେଇଥଲେ। ଟ୍ରମ୍ପ ଏଲନ୍ ମସ୍କଙ୍କୁ ‘ଗ୍ରେଟ୍ ଏଲନ୍ ମସ୍କ’ ଏବଂ ବିବେକ ରାମାସ୍ୱାମୀଙ୍କୁ ‘ଦେଶପ୍ରେମୀ ଆମେରିକୀୟ’ ବୋଲି ସେତେବେଳେ କହିଥିଲେ।  ଏହି ଦାୟିତ୍ୱ ପାଇବା ପରେ ବିବେକ ରାମାସ୍ୱାମୀ ଲେଖିଥିଲେ ଯେ,- ଆମେ କାହା ସହିତ ନରମ ବ୍ୟବହାର କରିବାକୁ ଯାଉନାହୁଁ। କିନ୍ତୁ ଟ୍ରମ୍ପ ଶପଥ ଗ୍ରହଣ କରିବାମାତ୍ରେ ଡିଓଜିଇ ନିଜ ବିଷୟରେ ପ୍ରଥମ ନିଷ୍ପତ୍ତି ନେଇଛି। ଆଉ ସେଇ ପ୍ରଥମ ନିଷ୍ପତ୍ତି ହେଉଛି, ବିବେକଙ୍କୁ ବାହାର…

Read More