Author: Purva Paksha

Russia-Ukraine war: ଫେବୃଆରୀ ୨୦୨୨ରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଏହି ଯୁଦ୍ଧ ଏପର୍ଯ୍ୟନ୍ତ କୌଣସି ପର୍ଯ୍ୟାୟରେ ପହଞ୍ଚିପାରିନାହିଁ। ପରିସଂଖ୍ୟାନ ଅନୁଯାୟୀ, ୟୁକ୍ରେନରେ ୬ନିୟୁତ ଲୋକ ଦେଶ ଛାଡ଼ି ଚାଲିଯାଇଛନ୍ତି। ଏହା ମୋଟ ଜନସଂଖ୍ୟାର ପ୍ରାୟ ୧୫ ପ୍ରତିଶତ ଅଟେ। ଜନ୍ମଦିନ ବିଶେଷ ଦିନ ହୋଇଥାଏ। ଏମିତି ଗୋଟିଏ ଦିନ ଯେଉଁଦିନ ଜଣେ ବୟସ ବଢ଼ିବାର ଅନୁଭବରେ ଦୁଃଖି ହୁଏ, ଆଉ ତା’ସହିତ ପରିବାର ଓ ବନ୍ଧୁଙ୍କ ଗହଣରେ ଉତ୍ସବ ମନାଇ ଖୁସି ବି ହୁଏ। କିନ୍ତୁ ବିଶ୍ୱରେ ଏମିତି ଗୋଟିଏ ଦେଶ ଅଛି,ଯେଉଁଠାରେ ଲୋକ ନିଜର ଅଠରତମ ଜନ୍ମଦିବସ ପାଳନ କରିବାକୁ ଡରୁଛନ୍ତି। କିଛି ତ ବିଲକୁଲ ପାଳନ ବି କରୁନାହାନ୍ତି। ତେବେ ସେହି ଦେଶର ନାମ କ’ଣ ଓ କ’ଣ ପାଇଁ ସେଠାକର ଯୁବକ-ଯୁବତୀ ନିଜର ଅଠରତମ ଜନ୍ମଦିନ ପାଳନ କରୁନାହାନ୍ତି? ପ୍ରଥମରୁ କହି ରଖୁଛୁ ଯେ, ଯେଉଁ ଦେଶ କଥା ଆମେ କହୁଛୁ, ସେହି ଦେଶ…

Read More