Author: Purva Paksha

ଟିକସଦାତାଙ୍କ ପାଇଁ ଆଶ୍ୱସ୍ତିସ୍ୱରୂପ ଆଗାମୀ ୨୦୨୫-୨୦୨୬ ବଜେଟରେ ନୂଆ ଟିକସ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଏଥିରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟକୁ ଟିକସ ମୁକ୍ତ କରିବା ଏବଂ ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ ବାର୍ଷିକ ଆୟ ପାଇଁ ନୂଆ ୨୫% ଟିକସ ସ୍ଲାବ୍ ଲାଗୁ କରିବା ପାଇଁ ସରକାର ବିଚାର କରୁଥିବା  ବିଜିନେସ୍ ଷ୍ଟାଣ୍ଡାର୍ଡ ରିପୋର୍ଟ ଦାବି କରିଛି। ମନି କଣ୍ଟ୍ରୋଲରେ ପ୍ରକାଶିତ ରିପୋର୍ଟରେ ଦାବି କରାଯାଇଛି ଯେ, ବିଜନେସ୍ ଷ୍ଟାଣ୍ଡାର୍ଡ୍ ଏହି ରିପୋର୍ଟ ସରକାରୀ ସୂଚନା ଆଧାରରେ ପ୍ରକାଶ କରିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବ୍ରୁଆରି ୧ ତାରିଖରେ ୨୦୨୫-୨୦୨୬ ଆର୍ଥିକ ବର୍ଷପାଇଁ ବଜେଟ ଉପସ୍ଥାପନ  କରିବେ। ବେତନଭୋଗୀ କରଦାତାମାନେ ବାର୍ଷିକ ବଜେଟରୁ ଉଭୟ କର ବ୍ୟବସ୍ଥା ଅଧୀନରେ ରିହାତି ଏବଂ କର ହ୍ରାସକୁ ଉତ୍ସୁକତାର ସହ ଅପେକ୍ଷା କରିଥିବା ବେଳେ ଏହି ରିପୋର୍ଟ୍ ମଧ୍ୟବିତ୍ତ ବର୍ଗ ପାଇଁ…

Read More