Author: Purva Paksha

Scientists:ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଅଧିକାଂଶ ଲୋକ ଏବେବି ବୈଜ୍ଞାନିକଙ୍କୁ ବିଶ୍ୱାସ କରନ୍ତି। ଯଦିଓ ଏହି ବିଶ୍ୱାସ ବିଭିନ୍ନ ଦେଶରେ ସାମାନ୍ୟ କମ୍ କିମ୍ବା କମ୍ ହୋଇପାରେ। ନେଚର ପତ୍ରିକାରେ ପ୍ରକାଶିତ ଏହି ଗବେଷଣା ୬୮ଟି ଦେଶରେ ହୋଇଥିବା ଏକ ବିଶ୍ୱସ୍ତରୀୟ ସର୍ଭେ ଉପରେ ଆଧାରିତ। ଆସନ୍ତୁ ଜାଣିବା ଏ ବିଷୟରେ ବିସ୍ତୃତଭାବେ… ବୈଜ୍ଞାନିକମାନଙ୍କ ଭୂମିକା ଆମ ଜୀବନରେ ଏକ ଅଦୃଶ୍ୟ ଶକ୍ତି ପରି– ତେଣିକି ତାହା ନୂତନ ଔଷଧ ଆବିଷ୍କାର ହେଉ, ଜଳବାୟୁ ପରିବର୍ତ୍ତନର ମୁକାବିଲା ହେଉ କିମ୍ବା ଟେକ୍ନୋଲୋଜି ଯାହା ଆମର ଦୈନନ୍ଦିନ କାର୍ଯ୍ୟକୁ ସହଜ କରିଥାଏ। କିନ୍ତୁ ଆମ ଭବିଷ୍ୟତ ଗଠନ କରୁଥିବା ବୈଜ୍ଞାନିକମାନଙ୍କ ଉପରେ ଲୋକମାନେ ବିଶ୍ୱାସ କରନ୍ତି କି? ବିଗତ କିଛିବର୍ଷ ହେବ ବିଜ୍ଞାନ ଓ ବୈଜ୍ଞାନିକ ଗବେଷଣା ଉପରେ ଜନସାଧାରଣଙ୍କ ବିଶ୍ୱାସ ହ୍ରାସ ପାଉଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି। ତେବେ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଏହା…

Read More