Author: Purva Paksha

Donald Trump: ଆମେରିକାରେ ପୁଣିଥରେ ଏଲିୟନ ଶତ୍ରୁ ଆଇନକୁ ନେଇ ଚର୍ଚ୍ଚା ଜୋର ଧରିଛି। ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୨୫ ବର୍ଷ ପୁରୁଣା ଏହି ଆଇନକୁ ପୁନର୍ବାର ଲାଗୁ କରିବାକୁ ଧମକ ଦେଉଛନ୍ତି। ଏଭଳି ସ୍ଥିତିରେ ଆମେରିକାରେ ରହୁଥିବା ବେଆଇନ ପ୍ରବାସୀଙ୍କୁ ଦେଶାନ୍ତର କରିବା। ଟ୍ରମ୍ପ କେଉଁ ପୁରୁଣା ଆଇନକୁ ନେଇ ଧମକ ଦେଉଛନ୍ତି? କେତେ ପ୍ରବାସୀଙ୍କୁ ବହିଷ୍କାର କରାଯିବାର ଆଶଙ୍କା ରହିଛି। ଜାଣନ୍ତୁ ଏହି ୨୨୫ ବର୍ଷର ନିୟମର ରୋଚକ କାହାଣୀ। ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବାମାତ୍ରେ ବେଆଇନ ପ୍ରବାସୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସଂକେତ ଦେଇ ସାରିଲେଣି।  ଆବଶ୍ୟକ ପଡ଼ିଲେ ୨୨୫ ବର୍ଷ ପୁରୁଣା ଏଲିୟନ ଶତ୍ରୁ ଅଧିନିୟମ ଅନୁଯାୟୀ ସେ ବେଆଇନଭାବେ ଆମେରିକାରେ ରହୁଥିବା ବିଦେଶୀ ନାଗରିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ତାଙ୍କ ଏକ ଭାଷଣରେ ସଙ୍କେତ ଦେଇଛନ୍ତି। ଟ୍ରମ୍ପ ତାଙ୍କ ଉଦଘାଟନୀ ଅଭିଭାଷଣରେ…

Read More