Author: Purva Paksha

Utkarsh Odisha: ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‍କ୍ଲେଭ୍ ଆୟୋଜନ କରାଯିବ, ଯେଉଁଥିରେ ୧୦୦ ଫର୍ଚୁନ୍ ୫୦୦ କମ୍ପାନି ଅଂଶଗ୍ରହଣ କରିବେ। ଆଇଟି, ଅକ୍ଷୟ ଶକ୍ତି, ବୟନଶିଳ୍ପ, ରସାୟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଉପରେ ଗୁରୁତ୍ୱ ଦିଅନ୍ତି। ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜାନୁଆରି ୨୮ରୁ ଆରମ୍ଭ ହେବାକୁ ଥିବା ଦୁଇଦିନିଆ ଓଡ଼ିଶା ବିଜନେସ୍‌ କନ୍‌କ୍ଲେଭ୍‌ରେ ଭାରତ ସମେତ ଅନ୍ୟ ୧୨ଟି ଦେଶର ରାଷ୍ଟ୍ରଦୂତ, ନିବେଶକ ଓ ଶିଳ୍ପପତିଙ୍କ ସମେତ ୫ ହଜାରରୁ ଅଧିକ ପ୍ରତିନିଧି ଯୋଗଦେବେ । ରାଜ୍ୟ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ଉକ୍ରର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ସରକାର ୪୦୦ ଫର୍ଚୁନ୍‌ କମ୍ପାନୀ ମଧ୍ୟରୁ ୧୦୦ଟି କମ୍ପାନୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଉକ୍ରର୍ଷ ଓଡ଼ିଶା କନ୍‌କ୍ଲେଭ୍‌ ପାଇଁ ଅଷ୍ଟ୍ରେଲିଆ, ଜାପାନ, ବ୍ରିଟେନ୍‌, ଜର୍ମାନୀ,…

Read More