What's Hot
Author: Purva Paksha
Taliban: ତାଲିବାନର ଶୀର୍ଷ ନେତୃତ୍ୱରେ ମତଭେଦ ଖବର ସାମ୍ନାକୁ ଆସିବା ପରେ କିଛି ପ୍ରମୁଖ ନେତାଦେଶ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ କହିବାନୁସାରେ ଉପବୈଦେଶିକ ମନ୍ତ୍ରୀ ଶେର ଅବ୍ବାସ ଷ୍ଟାନିକଜାଇ ଏବଂ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନିଙ୍କ ସମେତ ଅନେକ ତାଲିବାନ ନେତା ଆଫଗାନିସ୍ତାନ ବାହାରକୁ ଚାଲିଯାଇଛନ୍ତି। ତାଲିବାନ ନେତୃତ୍ୱରେ ଫାଟ ସୃଷ୍ଟି ହୋଇଥିବା ଖବର ମିଳିଛି। ତାଲିବାନର ଶୀର୍ଷ ନେତା ଆଫଗାନିସ୍ତାନ ଛାଡିଛନ୍ତି। ତୁର୍କୀରେ ତାଲିବାନ ବିରୋଧୀ ନେତାଙ୍କ ବୈଠକ। ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନର ଶୀର୍ଷ ନେତୃତ୍ୱ ମଧ୍ୟରେ ଫାଟ ସୃଷ୍ଟି ହୋଇଛି ଏବଂ ଦଳ ମଧ୍ୟରେ ପ୍ରଭାବ ରଖୁଥିବା କିଛି ଗୁରୁତ୍ୱପୂର୍ଣ୍ଣ ନେତା ଦେଶ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଏଭଳି ଦାବି କରିଛନ୍ତି ପାକିସ୍ତାନୀ ସାମ୍ବାଦିକ କାମରାନ ୟୁସୁଫ୍। କାମରାନ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ସେୟାର କରାଯାଇଥିବା ଏକ ଭିଡିଓରେ କହିଛନ୍ତି ଯେ ଦୁଇଜଣ ଶୀର୍ଷ ତାଲିବାନ ନେତା ସମ୍ପ୍ରତି ଆଫଗାନିସ୍ତାନ ଛାଡ଼ିଛନ୍ତି। ଅତି କମରେ…
