Author: Purva Paksha

One picture opened up the air of powerful India and Trump’s ‘friendship’ claims!:  ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଭଲ ରହିଛି। ଭାରତରୁ ମଧ୍ୟ ଆତଙ୍କବାଦୀ ରପ୍ତାନୀ ହୁଅନ୍ତି ନାହିଁ। ଏମିତିରେ ହାତଗୋଡ଼ ବନ୍ଧା ଭାରତୀୟଙ୍କ ଚିତ୍ର ଅନେକ ଦିନ ପର୍ଯ୍ୟନ୍ତ ଭାରତୀୟଙ୍କ ମନରେ ଛାପି ହୋଇ ରହିବ। କାରଣ ବର୍ତ୍ତମାନର ସରକାରଙ୍କ ଦାବି ଯେ, ୨୦୧୪ ପରଠାରୁ ବିଦେଶରେ ଭାରତର ପ୍ରଭାବ ବଢ଼ିଛି। ଯେଉଁ ଢଙ୍ଗରେ ଆମେରିକା ବେଆଇନଭାବେ ଆମେରିକାରେ ରହୁଥିବା ଭାରତୀୟଙ୍କୁ ହାତଗୋଡ଼ ବାନ୍ଧି ସାମରିକ ବିମାନରେ ଭାରତ ଫେରାଇଛି ତାକୁ ନେଇ ଦେଶ ବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଉଜ୍ୱଳ ଭବିଷ୍ୟତ ସନ୍ଧାନରେ ବେଆଇନଭାବେ ଆମେରିକା ମଧ୍ୟକୁ ପ୍ରବେଶ କରିଥିବା ଭାରତୀୟଙ୍କ ହାତଗୋଡ଼ ବାନ୍ଧି ଭାରତ ଫେରାଇବାକୁ ହଜମ କରିହେଉନି। ଏହାକୁ ଅନେକ ଭାରତର ଅପମାନଭାବେ ନେଉଛନ୍ତି। ଏଭଳି ଭାବିବା ପଛରେ ଦମ୍‍ ମଧ୍ୟ ରହିଛି। କାରଣ ଭାରତ ଓ…

Read More