Author: Purva Paksha

Delhi Election Exit Polls: ଦିଲ୍ଲୀର ୭୦ଟି ଆସନରେ ମତଦାନ ଶେଷ ହେବାପରେ ସନ୍ଧ୍ୟାରେ ଏକ୍‍ଜିଟ୍ ପୋଲ୍ ତଥ୍ୟ ପ୍ରକାଶ ପାଇଛି। ଜାଣନ୍ତୁ ଦିଲ୍ଲୀର ଏକ୍‍ଜିଟ୍ ପୋଲ୍ କିପରି ପ୍ରସ୍ତୁତ ହେଉଛି, ଜନମତ ସର୍ଭେଠାରୁ ଏହା କିପରି ଭିନ୍ନ ଏବଂ ଏହାକୁ ନେଇ ନିର୍ବାଚନ କମିଶନଙ୍କ ଗାଇଡଲାଇନ କ’ଣ ରହିଛି। ଦିଲ୍ଲୀ କିଏ ଦଖଲ କରିବ ତାହା ୮ ଫେବୃଆରୀରେ ଜଣାପଡ଼ିବ। କିନ୍ତୁ ଏହା ପୂର୍ବରୁ ବୁଧବାର ଦିନ ଆସିଛି ଏକ୍‍ଜିଟ୍ ପୋଲ, ଯେଉଁଥିରେ ଆମ ଆଦାମୀ ପାର୍ଟିର ସରକାର ବଦଳରେ ବିଜେପି ଦିଲ୍ଲୀରେ ସରକାର ଗଠନ କରିବ ବୋଲି ଅନୁମାନ କରାଯାଇଛି। ଅଧିକାଂଶ ଏକ୍‍ଜିଟ୍ ପୋଲ୍ ବିଜେପିକୁ ଅଧିକ ନମ୍ବର ଦେଇଛନ୍ତି। କିନ୍ତୁ ଭାରତରେ ଏକ୍‍ଜିଟ୍ ପୋଲ୍‍ର ଇତିହାସ ଉପରେ ନଜର ପକାଇଲେ ଜଣାପଡ଼େ ଯେ, କିଛି ମଧ୍ୟ ହୋଇପାରେ। ଏକ୍‍ଜିଟ୍ ପୋଲ୍‍ ଫେଲ୍ ହେବାର ଅନେକ ଉଦାହରଣ ଆଗରୁ ରହିଛି। ଏମିତିରେ ବେଳେବେଳେ ମନକୁ ପ୍ରଶ୍ନ ଆସେ ଯେ,…

Read More