Author: Purva Paksha

Mahakumbh 2025 Naga Sadhus: ମହାକୁମ୍ଭ ୨୦୨୫ର ତିନିଟି ପ୍ରମୁଖ ସ୍ନାନ ପର୍ବ ଶେଷ ହୋଇଛି। ଏହା ସହ ନାଗା ସାଧୁମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ସାମ୍ନାକୁ ଆସିଛି। ମହାକୁମ୍ଭର ମୁଖ୍ୟ ଆକର୍ଷଣ ଥିବା ନାଗା ସାଧୁମାନଙ୍କୁ ନେଇ ବ୍ୟାପକ ଆଲୋଚନା। ଏବେ ଏହି ନାଗା ସାଧୁମାନଙ୍କ ରଚନାରେ ସାମାଜିକ ପରିବର୍ତ୍ତନର ସ୍ପଷ୍ଟ ସଙ୍କେତ ଦେଖିବାକୁ ମିଳୁଛି। ମହାକୁମ୍ଭ ମେଳାରେ ୮୭୧୫ ଜଣ ନାଗା ସାଧୁ ଭାବରେ ଦୀକ୍ଷା ଗ୍ରହଣ କରିଛନ୍ତି। ନାଗା ସାଧୁ ପାଲଟିଥିବା ଲୋକଙ୍କ ମଧ୍ୟରେ ୧୮୫୦ ଦଳିତ ଓ ଆଦିବାସୀ ଏବଂ ୨୫୦ ଜଣ ମହିଳା ଅଛନ୍ତି। ସନାତନ ପ୍ରତି ସବୁବର୍ଗଙ୍କୁ ଏକାଠି କରିବା ପାଇଁ ପରିବର୍ତ୍ତନ। ଉତ୍ତର ପ୍ରଦେଶର ପ୍ରୟାଗରାଜ ମହାକୁମ୍ଭ ମେଳା ୨୦୨୫ରେ ଦେଶ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଭକ୍ତମାନେ ସଙ୍ଗମ କୂଳରେ ପହଞ୍ଚି ପବିତ୍ର ତ୍ରିବେଣୀରେ ବୁଡ଼ ପକାଇଛନ୍ତି ଓ ଏବେ ମଧ୍ୟ ପକାଉଛନ୍ତି। ଏହା ସହିତ, ନୂଆ ନାଗା…

Read More