What's Hot
Author: Purva Paksha
ତେଲେଙ୍ଗନା, ଓଡ଼ିଶା ପରେ ଦିଲ୍ଲୀରେ ‘ରେବଡ଼ି’ ଉଜାଡ଼ିଲା ଆପ୍ ସରକାର; କାମ ଦେଲାନି ଶିକ୍ଷା, ମୋହଲ୍ଲା କ୍ଲିନିକ୍, ମାଗଣା ଉପହାର
Freebies: ଜନ୍ମଠାରୁ ମୃତ୍ୟୁଯାଏ ଗରିବ ନାଁରେ ଖଞ୍ଜିଥିବା ଯୋଜନାଗୁଡ଼ିକ ତାଙ୍କୁ ନିରନ୍ତର କ୍ଷମତା ଦେବାରେ ସମର୍ଥ ହୋଇପାରିନାହିଁ। ସଦ୍ୟ ଉଦାହରଣ ହୋଇଛି ଦିଲ୍ଲୀର ବିଧାନସଭା ନିର୍ବାଚନ, ଯେଉଁଥିରେ କେଜ୍ରିଓ୍ୱାଲ୍ଙ୍କ ଓ୍ୱାଲ୍ ଅର୍ଥାତ୍ ପ୍ରାଚୀରର ପତ୍ତନ ଘଟିଛି। ପ୍ରଶ୍ନ ହେଉଛି ଆଞ୍ଚଳିକବାଦ ଓ ଜାତୀୟତାବାଦ ଭିତରେ ଲଢ଼େଇ କ’ଣ ୟୁ –ଟର୍ଣ୍ଣ ନେଇଛି ? ତେଲେଙ୍ଗାନାରେ ପ୍ରଥମ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ କଥା କୁହନ୍ତୁ କି ଓଡ଼ିଶାରେ ନବୀନ ପଟ୍ଟନାୟକ ଅଥବା ଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟି ପ୍ରତିଷ୍ଠାତା ଅରବିନ୍ଦ କେଜ୍ରିଓ୍ୱାଲ୍; ଏ ସମସ୍ତେ କୌଣସି ଏକ ଜାତୀୟ ପାର୍ଟି ବିରୁଦ୍ଧରେ ଆଞ୍ଚଳିକ ସମସ୍ୟାକୁ ସମାଧାନର ବ୍ରତଭାବେ ଗ୍ରହଣ କରି ରାଜନୀତିକୁ ଆସିଥିଲେ। ହେଲେ କ୍ଷମତାରେ ରହିବା ଲାଗି ସରକାରୀ ‘ରେବଡ଼ି’ ବାଣ୍ଟିବା ନିଶା ଆଜି ତାଙ୍କୁ ସରକାରରୁ ବାହାରେ ରଖିଛି। ଅର୍ଥାତ୍ ଜନ୍ମଠାରୁ ମୃତ୍ୟୁଯାଏ ଗରିବ ନାଁରେ ଖଞ୍ଜିଥିବା ଯୋଜନାଗୁଡ଼ିକ ତାଙ୍କୁ ନିରନ୍ତର କ୍ଷମତା ଦେବାରେ ସମର୍ଥ ହୋଇପାରିନାହିଁ। ସଦ୍ୟ…
