Author: Purva Paksha

Bijapur encounter: ରବିବାର ଏନକାଉଣ୍ଟରବେଳେ ସୁରକ୍ଷାବାହିନୀ ୩୧ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି। ଏହି ଏନକାଉଣ୍ଟରରେ ଦୁଇଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଚଳିତ ବର୍ଷ ନକ୍ସଲଙ୍କ ବିରୋଧରେ ଏହା ହେଉଛି ସବୁଠାରୁ ବଡ଼ ଅପରେସନ। ଚଳିତ ବର୍ଷ ଏପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଏନକାଉଣ୍ଟରରେ ସୁରକ୍ଷାବାହିନୀ ୮୧ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ବିରୋଧରେ ସୁରକ୍ଷା ବାହିନୀକୁ ଉଲ୍ଲେଖନୀୟ ସଫଳତା ମିଳିଛି। ରବିବାର ଏନକାଉଣ୍ଟରବେଳେ ସୁରକ୍ଷାବାହିନୀ ୩୧ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି। ଏହି ଏନକାଉଣ୍ଟରରେ ଦୁଇଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଚଳିତ ବର୍ଷ ନକ୍ସଲଙ୍କ ବିରୋଧରେ ଏହା ହେଉଛି ସବୁଠାରୁ ବଡ଼ ଅପରେସନ। ଚଳିତ ବର୍ଷ ଏପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଏନକାଉଣ୍ଟରରେ ସୁରକ୍ଷାବାହିନୀ ୮୧ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ ବସ୍ତର ରେଞ୍ଜ ର ଆଇଜି ସୁନ୍ଦର…

Read More