Author: Purva Paksha

Forest fire: ଓଡ଼ିଶାରେ ଚଳିତ ଋତୁରେ ଜଙ୍ଗଲ ନିଆଁ ଲିଭାଇବା ପାଇଁ ୧୫.୭ ହଜାର କିଲୋମିଟର ଅଗ୍ନିଶମ ଲାଇନ ପ୍ରସ୍ତୁତ କରାଯାଇଛି। ଜାନୁଆରୀ ପହିଲାରୁ ଜଙ୍ଗଲ ନିଆଁ ଋତୁ ଆରମ୍ଭ ହେବା ପରେ ଓଡ଼ିଶାରେ ବିଭିନ୍ନ ଡିଭିଜନରୁ ଅଗ୍ନିକାଣ୍ଡ ଘଟିବା ଆରମ୍ଭ ହୋଇଛି। ବିଭିନ୍ନ ବନ୍ୟପ୍ରାଣୀ ଓ ଆଞ୍ଚଳିକ ଡିଭିଜନରେ ପ୍ରାୟ ୧୫,୭୨୩ କିଲୋମିଟର ଅଗ୍ନିଶମ ଲାଇନ ସୃଷ୍ଟି କରାଯାଉଥିବା ବେଳେ ଚଳିତ ବର୍ଷ ଜଙ୍ଗଲ ନିଆଁ ଲିଭାଇବା ପାଇଁ ୧,୬୩୦ କିଲୋମିଟର ଲାଇନକୁ ସୁଦୃଢ଼ କରାଯାଉଛି ବୋଲି ଶୁକ୍ରବାର ବନ ବିଭାଗ କହିଛି। ଜାନୁଆରି ପହିଲାରୁ ଜଙ୍ଗଲରେ ନିଆଁ ଲାଗିବା ଋତୁ ଆରମ୍ଭ ହେବା ପରେ ଓଡ଼ିଶାରେ ବିଭିନ୍ନ ଡିଭିଜନରୁ ଏଭଳି ଘଟଣା ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଋତୁର ପ୍ରଥମ ମାସର ଜଙ୍ଗଲ ନିଆଁ ରିପୋର୍ଟରୁ ଜଣାପଡିଛି ଯେ ଫେବୃଆରୀ ୫ ତାରିଖ ସୁଦ୍ଧା ରାଜ୍ୟରେ ବିଭିନ୍ନ ଡିଭିଜନର ୩୬ଟି ବଡ଼ ଅଗ୍ନିକାଣ୍ଡ ପଏଣ୍ଟ ସମେତ ପ୍ରାୟ ୭୮୬ଟି…

Read More