Author: Chinmaya Senapati

STAND WITH TRUTH

ବିଜେପି ଆଗାମୀ ଦିନରେ କଦଳୀ ଗଛ ଭଳି ଅବସ୍ଥା ହୋଇପାରେ ସବୁଠି ଏବେ ଚର୍ଚ୍ଚା ଜୋର ଧରିଲାଣି । ନିଜ ନିଜ ଭିତରେ ଗୋଡଟଣା ଗୁଣ ପାଇଁ ଏମାନେ ଆଉ ଥରେ ସରକାରକୁ ଆସି ପାରିବେ କି ତାହା ସନ୍ଦେହ ସୃଷ୍ଟି କଲାଣି । ତୃଣମୁଳ ସ୍ତରରେ ବି କର୍ମ୍ମୀଙ୍କ ମନବଳ ଧିରେ ଧିରେ ଭାଙ୍ଗିବାକୁ ଲାଗିଲାଣି । କାରଣ ଏବେ ବିଜେପିର ସର୍ବେସର୍ବା ବୁଲାଉଥିବା ଧର୍ମେନ୍ଦ୍ରଙ୍କ ନଜର କାଳେ ମୁଖ୍ୟମନ୍ତ୍ରୀଙ୍କ ଆସନ ଉପରେ ରହିଛି । ତେଣୁ ସେ ଏବେ ମୋହନଙ୍କୁ ଯଥା ସମ୍ଭବ ବଦନାମ କରିବାକୁ ନିଜର ସବୁ ପ୍ରକାର ରଣକୌଶଳ ଲାଗାଇ ଦେଇଛନ୍ତି । ଉଦାହରଣ ସ୍ୱରୁପ ଯଦି ନିଆଯାଏ ତେବେ ଗତକାଲି ବିଏମସି ଅଫିସରେ ପସି ଯେଉଁଭଳି ଭାବେ କାଣ୍ଡକାରଖାନା କରାଗଲା ସେଥିରେ ବଦନାମ କିଏ ହେଲେ ? ବିଜେପି ଦଳ ଆଉ ସରକାର ହିଁ ବଦନାମ ହେଲେ ? ସିଧା ସିଧା କହିବାକୁ ଗଲେ…

Read More