Author: Chinmaya Senapati

STAND WITH TRUTH

ଶୀତଋତୁରେ ଥଣ୍ଡା, କାଶ ଓ ଗଳା ଯନ୍ତ୍ରଣା ସହ ଅନେକ ଗମ୍ଭୀର ରୋଗ ଦେଖାଯାଏ । ଅନୁସନ୍ଧାନରୁ ଜଣାପଡିଛି ଯେ, ଶୀତଦିନେ ହୃଦ୍ ଜନିତ ସମସ୍ୟା ଅଧିକ ଦେଖାଯାଏ । ଆକସ୍ମିକଭାବେ ହୃଦଘାତ ମଧ୍ୟ ହୋଇଥାଏ । ହୃଦଘାତ ହେବା ପୂର୍ବରୁ ଏହି ସଙ୍କେତ ଦେଖାଗଲେ ଏହାକୁ ସାଇଲେଣ୍ଟ ହାର୍ଟଆଟାକ୍ ବୋଲି ଜାଣିବେ । ଏବଂ ଯଥା ଶିଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଲକ୍ଷଣ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା କ’ଣ ଏହି ସାଇଲେଣ୍ଟ ହାର୍ଟଆଟାକ୍? 📝ଯେତେବେଳେ ହୃଦୟରେ ରକ୍ତ ସଞ୍ଚାଳନ ଧୀମା ହୋଇଯାଏ ସେତେବେଳେ ସାଇଲେଣ୍ଟ ହାର୍ଟଆଟାକ ହୋଇଥାଏ । ପୀଡିତ ବ୍ୟକ୍ତି ସାଇଲେଣ୍ଟ ହାର୍ଟ ଆଟାକ ବିଷୟରେ ହଠାତ ଜାଣିପାରେ ନାହିଁ । ଏହା ଅତି ସମାନ୍ୟ ଭାବେ ହୃଦୟରେ ଯନ୍ତ୍ରଣା ସୃଷ୍ଟିି କରେ । ଯଦିଓ ଏହାଦ୍ୱାରା ଅଧିକ କ୍ଷତିକାରକ ନହେଲେ ବି ଏହାକୁ ଅଣଦେଖା କରନ୍ତୁ ନାହିଁ । ଶୀତଦିନେ ଅଧିକ ବିପଦ…

Read More