Author: Samir Rout

ଚେନ୍ନାଇ ସୁପରକିଙ୍ଗ୍‍ସ ସବୁଠୁ ଦାମୀ ବ୍ରାଣ୍ଡ ରୟାଲ ଚ୍ୟାଲେଞ୍ଜର୍ସ ଦ୍ୱିତୀୟ, ମୁମ୍ବାଇ ଇଣ୍ଡିଆନ୍ସ ତୃତୀୟ ବର୍ଷକୁ ବର୍ଷ ଆଇପିଏଲର ଲୋକପ୍ରିୟତା ବଢ଼ି ବଢ଼ି ଚାଲିବା ସହ ଏହାର ବ୍ରାଣ୍ଡ ଭାଲ୍ୟୁ ମଧ୍ୟ ବଢ଼ିଚାଲିଛି । ୨୦୨୪ରେ ଏହାର ଭାଲ୍ୟୁ ୧୩ ପ୍ରତିଶତକୁ ବୃଦ୍ଧି ପାଇ ୧୨ ବିଲିୟନ ଡଲାରରେ (୧ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ) ପହଞ୍ଚିଛି । ୧୭ତମ ବ୍ରାଣ୍ଡ୍ ଫାଇନାନ୍ସ ରିପୋର୍ଟରୁ ଏହା ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ, ଏକ ବ୍ୟବସାୟ ଭାବରେ ଆଇପିଏଲର ମୂଲ୍ୟ ୬.୫%  ବୃଦ୍ଧି ପାଇ ୧୬.୪ ବିଲିୟନ (୧୩୫,୦ କୋଟି ଟଙ୍କା) ଆମେରିକୀୟ ଡଲାରରେ ପହଞ୍ଚିଛି, ଯାହା ଲିଗର ନିରନ୍ତର ସଫଳତା ଏବଂ ବିଶ୍ୱସ୍ତରୀୟ ଆକର୍ଷଣକୁ ପ୍ରତିଫଳିତ କରୁଛି। ଗତ ଏକ ବର୍ଷ ମଧ୍ୟରେ ଆଇପିଏଲର ଏକକ ବ୍ରାଣ୍ଡ ମୂଲ୍ୟ ୬.୩% ବୃଦ୍ଧି ପାଇ ୩.୪ ବିଲିୟନ ଆମେରିକୀୟ ଡଲାର (୨୮,୦୦୦ କୋଟି ଟଙ୍କା) ହୋଇଛି। ୨୦୨୪ରୁ ୨୦୨୮ ପର୍ଯ୍ୟନ୍ତ ଆଗାମୀ ପାଞ୍ଚ ବର୍ଷ…

Read More