Author: Samir Rout

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‍ ମାତ୍ର ଅଢେଇ ଦିନ ମଧ୍ୟରେ ଶେଷ ହୋଇଥିଲା। ୧୦ ୱିକେଟରେ ଏହି ମ୍ୟାଚ ଜିତି ଅଷ୍ଟ୍ରେଲିଆ ୧-୧ରେ ସିରିଜ ବରାବର କରିଥିଲା। ଭାରତ ସବୁ ବିଭାଗରେ ବିଫଳ ହୋଇଥିବା ବେଳେ ଅଷ୍ଟ୍ରେଲିଆ ସହ ଅନେକ ରେକର୍ଡ ହୋଇ ହୋଇଯାଇଥିଲା। ଆଡ଼ିଲେଡରେ ଅନୁଷ୍ଠିତ ପିଙ୍କ ବଲ୍‍ ଟେଷ୍ଟରେ ଅଷ୍ଟ୍ରେଲିଆର ଆଧିପତ୍ୟ ଜାରି ରହିଥିଲା। ୮ ଆଡ଼ିଲେଡରେ ଅଷ୍ଟ୍ରେଲିଆର ଏହା ଅଷ୍ଟମ ଦିବାରାତ୍ର ଟେଷ୍ଟ ବିଜୟ ରହିଥିଲା। ଏଠାରେ ଅନୁଷ୍ଠିତ ସମସ୍ତ ଦିବା ରାତ୍ର ଟେଷ୍ଟରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିଛି। ଘରୋଇ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଆଜି ପର୍ଯ୍ୟନ୍ତ ମୋଟ ୧୨ଟି ଦିବା ରାତ୍ର ଟେଷ୍ଟ ଖେଳିଛି ଓ ଏଥିରୁ ୧୧ଟି ଟେଷ୍ଟରେ ବିଜୟୀ ହୋଇଛି। ଏକମାତ୍ର ଦଳ ଭାବେ ୱେଷ୍ଟ ଇଣ୍ଡିଜ୍‍ ଗତ ଜାନୁଆରୀରେ ଅନୁଷ୍ଠିତ ଦିବା ରାତ୍ର ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ବ୍ରିସବେନର ଗାବା ଗ୍ରାଉଣ୍ଡରେ ଉକ୍ତ…

Read More