Author: Samir Rout

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍ ଦୌଡ ରୋହିତ ବାହିନୀକୁ ଆଉ କେତେ ମ୍ୟାଚ୍‍ ଜିତିବାକୁ ହେବ ଜାଣନ୍ତୁ …  ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଆଗରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଆରମ୍ଭ ହେବା ଦିନଠୁ ଭାରତ କ୍ରମାନ୍ୱୟରେ ୨ଥର ଫାଇନାଲରେ ପ୍ରବେଶ କରିସାରିଛି। ମାତ୍ର ଥରେ ହେଲେ ଟାଇଟଲ ଜିତିପାରି ନାହିଁ। ଏଥର ମଧ୍ୟ ଭାରତର ସୁଯୋଗ ରହିଛି। ମାତ୍ର ଗତ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପରାଜୟ ପରେ ଫାଇନାଲ୍‍ ଯାତ୍ରା କଷ୍ଟକର ହୋଇଯାଇଛି। ସବୁ କିଛି ନିର୍ଭର କରୁଛି ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଉପରେ। ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ଜିତି ଅଷ୍ଟ୍ରେଲିଆ ୧-୧ରେ ସିରିଜ ବରାବର କରିବା ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିଲା । ମାତ୍ର ଡିଫେଣ୍ଡିଂ ଚାମ୍ପିଅନ୍ ନିକଟରେ ଶୀର୍ଷସ୍ଥାନ ୨୪ଘଣ୍ଟା ମଧ୍ୟ ରହି ନଥିଲା । ଏପଟେ ଦକ୍ଷିଣ ଆଫ୍ରିକା ୧୦୯ ରନରେ…

Read More