Author: Samir Rout

୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ୍‍, ୨୦୧୧ ଦିନିକିଆ ବିଶ୍ୱକପ୍‍ ଜିତାଇ ଥିଲେ କ୍ୟାନ୍ସର ସହ ଲଢି ଜିତିଥିଲେ ୨୦୧୯ ବିଶ୍ୱକପ୍ ସମୟରେ ଅବସର ନେଇଥିଲେ ଭାରତର ଜଣେ ପ୍ରସିଦ୍ଧ ବ୍ୟାଟର ୩୦୦ରୁ ଅଧିକ ଦିନିକିଆ ଖେଳିଥିଲେ ମଧ୍ୟ କେବେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇପାରିନଥିଲେ। ଦିନିକିଆ ବ୍ୟତୀତ ସେ ଭାରତ ପକ୍ଷରୁ ୪୦ଟି ଟେଷ୍ଟ ଓ ୫୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୨୦୦୭ ଟି-୨୦ ବିଶ୍ୱକପ୍ ଏବଂ ୨୦୧୧ ଦିନିକିଆ ବିଶ୍ୱକପ୍ ରେ ଭାରତର ଟାଇଟଲ୍ ଜିତିବାରେ ଏହି କିମ୍ବଦନ୍ତୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୧୯ ଦିନିକିଆ ବିଶ୍ୱକପ୍ ସମୟରେ ସେ ଅବସର ନେଇଥିଲେ। ଭାରତ ପକ୍ଷରୁ କ୍ରିକେଟ୍‍ ଖେଳିଥିବା ପ୍ରତ୍ୟେକ କ୍ରିକେଟର ଦିନେ ନା ଦିନେ ନେତୃତ୍ୱ ନେବାକୁ ସ୍ୱପ୍ନ ଦେଖେ। ଭାରତ ୧୯୩୨ରେ ଅନ୍ତର୍ଜାତୀୟ କିକେଟରେ ପଦାର୍ପଣ କରିବା ପରଠାରୁ ଅନେକ ମହାନ ଖଳାଳି ଜାତୀୟ ଦଳର ନେତୃତ୍ୱ ନେଇଛନ୍ତି। ପ୍ରଥମ ଅଧିନାୟକ ଭାବେ ୱେଷ୍ଟଇଣ୍ଡିଜ୍ ଓ ଇଂଲଣ୍ଡରେ…

Read More