Author: Samir Rout

ରଣଜୀ ଟ୍ରଫି ପଦାର୍ପଣ ପୂର୍ବରୁ ୧୯ ଟେଷ୍ଟ ଖେଳିଥିଲେ ପାର୍ଥିବ ଏବେ ସେ ଗୁଜରାଟ ଟାଇଟନ୍ସର ସହକାରୀ କୋଚ ରଣଜୀ ଟ୍ରଫିରେ ପଦାର୍ପଣ କରିବା ପୂର୍ବରୁ ଜଣେ ଭାରତୀୟ କ୍ରିକେଟର ୧୯ ଟେଷ୍ଟ ଖେଳିଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କ ପୂର୍ବରୁ ଏହି ଖେଳାଳି ଭାରତୀୟ ଦଳ ପକ୍ଷରୁ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ମହେନ୍ଦ୍ର ସିଂହ ଧୋନି ଭାରତୀୟ ଦଳରେ ସ୍ଥାନ ପାଇବା ପରେ ଏହି ଖେଳାଳିଙ୍କୁ ବାଦ ଦିଆଯାଇଥିଲା। ଶେଷରେ ଧୋନି ଟେଷ୍ଟ କ୍ରିକେଟରୁ ଅବସର ନେବାର ୨ ବର୍ଷ ପରେ ସେ ପୁନର୍ବାର ଟିମ୍ ଇଣ୍ଡିଆକୁ ଫେରିଥିଲେ। ଖେଳାଳି ଚୟନ ପାଇଁ ଭାରତୀୟ କ୍ରିକେଟରେ ଏକ ଶୃଙ୍ଖଳିତ ଯୋଜନା ରହିଛି।  ପ୍ରତ୍ୟେକ ଖେଳାଳି ପ୍ରମୁଖ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିରେ ଉନ୍ନତ ପ୍ରଦର୍ଶନ କରିବା ପରେ ଭାରତୀୟ ଦଳକୁ ଆସନ୍ତି । କିନ୍ତୁ ଭାରତର ଏପରି ଜଣେ ଖେଳାଳି ରହିଛନ୍ତି,  ଯିଏ ରଣଜୀ ଟ୍ରଫି ଖେଳିବା ପୂର୍ବରୁ ଜାତୀୟ…

Read More