Author: Samir Rout

ଜାକ କ୍ୟାଲିସଙ୍କ ରେକର୍ଡ ଭାଙ୍ଗିବେ ଇତିହାସ ରଚିବା ରୁଟଙ୍କୁ ୧୧୪ ରନ୍ ଦରକାର ସମ୍ପ୍ରତି ଟେଷ୍ଟ କ୍ରିକେଟରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିଚାଲିଥିବା ଇଂଲଣ୍ଡର ଷ୍ଟାର ବ୍ୟାଟର ଜୋ ରୁଟ୍ ଆଉ ଏକ ମାଇଲଖୁଣ୍ଟ ନିକଟତର ହୋଇଛନ୍ତି ଏବଂ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ତୃତୀୟ ଟେଷ୍ଟରେ ଏହା ହାସଲ କରିପାରିବେ। ରୁଟ୍ ଗତ କିଛି ବର୍ଷ ମଧ୍ୟରେ ଅନେକ ବ୍ୟାଟିଂ ରେକର୍ଡ ଭାଙ୍ଗିଛନ୍ତି ଏବଂ ସେ ଟେଷ୍ଟ କ୍ରିକେଟର ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର ଭାବେ କ୍ୟାରିୟର ଶେଷ କରିପାରିବେ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ଟେଷ୍ଟ ସିରିଜ। ୧୪ତାରଖରୁ ହାମିଲଟନରେ ତୃତୀୟ ଟେଷ୍ଟ ଆରମ୍ଭ ହେବ। ଏହି ମ୍ୟାଚ ଜରିଆରେ ରୁଟ ଆଉ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ରୁଟ୍‍ ଇତି ମଧ୍ୟରେ ୧୫୧ଟି ଟେଷ୍ଟ ଖେଳି ୧୨୮୮୬ ରନ୍ ସଂଗ୍ରହ କରିସାରିଛନ୍ତି। ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍ ତାଲିକାରେ ରୁଟ ବର୍ତ୍ତମାନ ପଞ୍ଚମ…

Read More