Author: Samir Rout

Vinod Kambli : ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିନୋଦ କାମ୍ବଲି (୫୨) ମଦ୍ୟପାନ ଜନିତ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସହ ସଂଘର୍ଷ କରୁଛନ୍ତି। କିମ୍ବଦନ୍ତୀ ପ୍ରଶିକ୍ଷକ ରମାକାନ୍ତ ଆଚାରେକରଙ୍କ ସ୍ମୃତିରେ ଆୟୋଜିତ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ତାଙ୍କ ଅବସ୍ଥା ଦେଖି କ୍ରିକେଟ୍‍ ପ୍ରେମୀ ଚକିତ ହୋଇପଡ଼ିଥିଲେ। ସେବେଠାରୁ ଅନେକ ପୂର୍ବତନ କ୍ରିକେଟର ତାଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। କିନ୍ତୁ କାମ୍ବଲି କଣ ସତରେ ସୁସ୍ଥ ହୋଇପାରିବେ? ମଦ୍ୟପାନ ଓ ବିଳାସ ଜୀବନ ଛାଡ଼ି ସେ ପୁଣି ଥରେ ପୂର୍ବତନ କ୍ରିକେଟ ଖେଳାଳିଙ୍କ ଭଳି ମର୍ଜ୍ୟାଦା ପାଇବେ? କେମିତି ଏତେ ଅସୁସ୍ଥ ହେଲେ କାମ୍ବଲି? କଥା ଅସ୍ପଷ୍ଟ, ହାତ ଥରୁଛି, ବିନା ସହାୟତାରେ ଚାଲିପାରୁ ନାହାନ୍ତି ଏକଦା ଦେଶର ଦୁଇ ଶ୍ରେଷ୍ଠ କ୍ରିକେଟ୍ ପ୍ରତିଭା ଭାବେ ଗଣା ହେଉଥିଲେ ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲି। ଉଭୟ ଏକାଠି କ୍ରିକେଟ୍‍ କ୍ୟାରିୟର ଆରମ୍ଭ କରିଥିଲେ। ଉଭୟ ଥିଲେ ବାଲ୍ୟ…

Read More