Author: Samir Rout

Washim akram took 33 golden ducks in Tests: ଟେଷ୍ଟ କ୍ରିକେଟରେ ସବୁଠୁ ଅଧିକ  ଗୋଲ୍ଡେନ୍ ଡକ୍ ନେଇଥିବା ବୋଲର କିଏ? ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ମିଚେଲ ଷ୍ଟାର୍କ ପ୍ରଥମ ବଲରେ ଯଶସ୍ୱୀ ଜୈସ୍ୱାଲଙ୍କୁ ଆଉଟ୍‍ କରିଥିଲେ। ଷ୍ଟାର୍କଙ୍କ ବଲରେ ଜୈସ୍ୱାଲ ଏଲବିଡବ୍ଲ୍ୟୁ ଆଉଟ୍‍ ହୋଇଥିଲେ। ଷ୍ଟାର୍କ ଏକମାତ୍ର ଖେଳାଳି ଭାବେ କୌଣସି ଇନିଂସର ପ୍ରଥମ ବଲରେ ୩ଥର ୱିକେଟ ନେଇ ସାରିଛନ୍ତି। ଟେଷ୍ଟ କ୍ୟାରିୟରରେ ଷ୍ଟାର୍କ ୧୯ଥର ଗୋଲ୍ଡେନ ଡକ୍‍( କୌଣସି ବ୍ୟାଟର ପ୍ରଥମ ବଲରେ ଆଉଟ ହେବା) ନେଇଛନ୍ତି। ତେବେ ଜାଣନ୍ତି, କେଉଁ ବୋଲର ସର୍ବାଧିକଥର ଗୋଲ୍ଡେନ ଡକ୍‍ ୱିକେଟ ନେଇଛନ୍ତି? ପାକିସ୍ତାନର ସୁଇଂ ସୁଲତାନ ୱାସିମ ଆକ୍ରମ ଟେଷ୍ଟ କ୍ରିକେଟ୍‍ରେ ୩୩ଥର ଗୋଲ୍ଡେନ ଡକ୍ ୱିକେଟ ନେଇଛନ୍ତି। ତାଙ୍କ ପଛକୁ ରହିଛନ୍ତି, ଇଂଲଣ୍ଡର କିମ୍ବଦନ୍ତୀ ପେସ ବୋଲର ଜିମ୍ମି ଆଣ୍ଡରସନ୍। ସେ ଟେଷ୍ଟ କ୍ରିକେଟ୍‍ରେ ୨୩ ଥର ଗୋଲ୍ଡେନ…

Read More