Author: Samir Rout

୬ବଲରେ ୬ଛକା ମାରି ସାଜିଥିଲେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସବୁ ବର୍ଷ ଭଳି ଏଥର ମେଗା ନିଲାମରେ  ଅନେକ ଅପରିଚିତ ଖେଳାଳି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ। ଫ୍ରାଞ୍ଚାଇଜମାନେ ଏହି ଉଦୀୟମାନ ତାରକାଙ୍କୁ କିଣିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ କରିଥିଲେ। ୧୩ ବର୍ଷିୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ଆଗରେ ରହିଥିଲେହେଁ ଆଉ ଜଣେ ତାରକାଙ୍କୁ ନେଇ ଫ୍ରାଞ୍ଚାଇଜଙ୍କ ମଧ୍ୟରେ ଜୋରଦାର ଲେଢଇ ହୋଇଥିଲା। ସେ ହେଉଛନ୍ତି ପ୍ରିୟାଂଶ ଆର୍ଯ୍ୟ । ପଞ୍ଜାବ କିଙ୍ଗ୍ସ ତାଙ୍କୁ ୩.୮୦କୋଟି ଟଙ୍କାରେ କିଣିଛି । ପ୍ରିୟାଂଶଙ୍କୁ କିଣିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରିୟାଂଶଙ୍କୁ କିଣିବା ପଇଁ ବାଜି ଲଗାଇଥିଲେ । ଏକସଙ୍ଗେ ୩ଟି ଫ୍ରାଞ୍ଚାଇଜଙ୍କୁ ଆକୃଷ୍ଟ କରିଥିବା ଏହି ଖେଳାଳି ଜଣଙ୍କ କିଏ? ତାଙ୍କ ପଇଁ କାହିଁକି ଫ୍ରାଞ୍ଚାଇଜଙ୍କ ମଧ୍ୟରେ ଏତେ ଉତ୍ସୁକତା ଲାଗି ରହିଥଲା? ଏଭଳି ଅନେକ ପ୍ରଶ୍ନ  କ୍ରିକେଟେପ୍ରେମୀଙ୍କ ମନରେ ଉଙ୍କି ମାରୁଥିବ । ୧୦…

Read More