Author: Samir Rout

ପର୍ଥରେ ଖେଳାଯାଇଥିଲା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ। ଭାରତ ୨୯୫ ରନରେ ଘରୋଇ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ୬ ତାରିଖରୁ ଆଡ଼ିଲେଡ୍‍ରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ। ଦେଖିଲା ବେଳକୁ ଭାରତୀୟ ଦଳ ଆଡିଲେଡ ଯାତ୍ରା ନକରି କାନବେରାରେ ପହଞ୍ଚି ଯାଇଛି। ଦ୍ୱିତୀୟ ଟେଷ୍ଟ ପାଇଁ ମାତ୍ର ୭ଦିନ ରହିଛି। କିନ୍ତୁ ଆଡ଼ିଲେଡରେ ଅଭ୍ୟାସ ନକରି କାନବେରାରେ କରୁଛି କଣ? ଏଭଳି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥିବ।  କାନବେରା ସ୍ଥିତ ମାନୁକା ଓଭାଲ ଷ୍ଟାଡ଼ିୟମରେ ଭାରତୀୟ ଦଳ ୨ ଦିନିଆ ଅଭ୍ୟାସ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୩୦ ତାରିଖରୁ ଏହି ମ୍ୟାଚ ଆରମ୍ଭ ହେବ । ଭାରତୀୟ ଦଳ ଓ ପ୍ରଧାନମନ୍ତ୍ରୀ ଏକାଦଶ ମଧ୍ୟରେ ଏହି ୨ ଦିନଆ ମ୍ୟାଚ ଖେଳାଯିବ । ତେଣୁ ଦଳ ଏହି ମ୍ୟାଚ୍‍ ଖେଳିବା ପାଇଁ କାନବେରା ଯାଇଛି। ସେଠାରେ ଆଜି ଦଳ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସଙ୍କୁ ଭେଟିଛନ୍ତି।  ୬ ତାରିଖରୁ ଆଡିଲେଡରେ…

Read More