Author: Samir Rout

ୱାସିମ ଜାଫରଙ୍କ ଭଣଜା ଅରମାନ ଗୋଟିଏ ସିଜନରେ ୫୫ଶତକୀୟ ପାଳି ଖେଳିଥିଲେ ସଚିନଙ୍କ ସହ ତୁଳନା ହେଉଥିଲେ ପୃଥ୍ୱୀ ମୁମ୍ବାଇ ରଣଜୀ ଦଳରେ ବି ନାହାନ୍ତି ଆଗରେ ସର୍ଫରାଜ, ତଥାପି ପ୍ରଦର୍ଶନଠୁ ଦୂରରେ ମୁମ୍ବାଇର କ୍ରିକେଟ ମଇଦାନରୁ ଏକଦା ବାହାରିଥିଲେ ୩ଜଣ ଉଦୀୟମାନ କ୍ରିକେଟ ଖଳାଳି। ଏମାନେ କମ୍‍ ଦିନ ମଧ୍ୟରେ ବିଶ୍ୱ କ୍ରିକେଟରେ ରାଜୁତି କରିବେ ବୋଲି ସେତେବେଳେ କୁହାଯାଉଥିଲା। ଏହି ୩ଖେଳାଳି କିଏ ଯାଣନ୍ତି? ସେମାନେ ହେଉଛନ୍ତି, ପୃଥ୍ୱୀ ଶ’, ଅରମାନ ଜାଫର ଓ ସର୍ଫରାଜ ଖାନ୍‍। ୩ଜଣ ଯାକ ଖେଳାଳି ଗୋଟିଏ ସ୍କୁଲର ଛାତ୍ର। ଜୁନିୟର ଓ ସ୍କୁଲ୍‍ ସ୍ତରୀୟ କ୍ରିକେଟ ଖେଳିବା ଦିନଠୁ ଏମାନେ ଅନେକ ବିଶ୍ୱ ରେକର୍ଡ଼ ଭଙ୍ଗ କରିସାରିଥିଲେ। ବୟସ ବଢ଼ିବା ସହ ଏମାନଙ୍କ ଲୟ ଭଙ୍ଗ ହୋଇଥିଲା। କିଶୋରାବସ୍ଥାର ଖେଳ ଓ ପରିଚୟକୁ ସମ୍ଭାଳିବାରେ ଏମାନେ ହୋଇଥିଲେ ବିଫଳ। ପିଲା ଦିନୁ ପ୍ରସିଦ୍ଧି ହାସଲ କରିଥିବା ଏହି କିକେଟର ଆଜି ଭାରତୀୟ…

Read More