Author: Samir Rout

ଖୁବ୍‍ଶୀଘ୍ର ଲଞ୍ଚ ହେବ ୨୫୦ ସିସି ଶକ୍ତିଶାଳୀ ଇଞ୍ଜିନ ବିଶିଷ୍ଟ ନୂଆ ୟମାହା ଆରଏକ୍ସ-୧୦୦ ଯେତେବେଳେ ବି ରୁଟରେ ଲୁକରେ ଶକ୍ତିଶାଳୀ ବାଇକ୍ କଥା ଆସେ, ସଙ୍ଗେ ସଙ୍ଗେ ବୁଲେଟ୍ ଓ ଜାୱା ବାଇକର ଚିତ୍ର ଆଖି ଆଗରେ ଖେଳିଯାଏ। କିନ୍ତୁ କିଛି ବର୍ଷ ତଳକୁ କିମ୍ବା ୯୦ ଦଶକକୁ ଟିକେ ଫେରି ଚାହାନ୍ତୁ, ବୁଲେଟ୍ କିମ୍ବା ଜାୱା ବାଇକ୍ ନୁହେଁ ବରଂ ୟମାହା ଆରଏକ୍ସ-୧୦୦ ବାଇକ୍ ଥିଲା ଯୁବ ପିଢ଼ିଙ୍କ ପ୍ରଥମ ପସନ୍ଦ। ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନେ ୟମାହା ଆରଏକ୍ସ-୧୦୦ର ନୂଆ ଅବତାରକୁ ବର୍ଷ ବର୍ଷ ଧରି ଅପେକ୍ଷା କରିଛନ୍ତି। ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, ଖୁବ ଶୀଘ୍ର ୟମାହା ଭାରତୀୟ ମାର୍କେଟରେ ନୂଆ ୟମାହା ଆରଏକ୍ସ-୧୦୦ ଲଞ୍ଚ କରିବାକୁ ଯାଉଛି। ନୂଆ ୟମାହା ଆରଏକ୍ସ-୧୦୦ର ଡିଜାଇନ୍‍ ପୂର୍ବ ଭଳି ରହିନପାରେ କିମ୍ବା ପୂର୍ବ ଭଳି କକୋଶ ଆୱାଜ କରିନପାରେ, ମାତ୍ର ଯୁବ ପିଢ଼ିଙ୍କ ମନ…

Read More