Author: NAZMEEN PARWEEN

ଏମିତି ଏକ ବିଷୟ ଯାହା ଓଡ଼ିଶାର ପ୍ରତ୍ୟେକ ସଚେତନ ନାଗରିକଙ୍କୁ ଚିନ୍ତାରେ ପକାଇ ଦେଇଛି। ଗତ ୨୪ ବର୍ଷ ଧରି ଯେଉଁ ବିଜୁ ଜନତା ଦଳ ଓଡ଼ିଶାର ପ୍ରଶାସନ, ରାଜନୀତି ଏବଂ ସମାଜର କୋଣ ଅନୁକୋଣରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା, ସେହି ଦଳ ଆଜି କାହିଁକି ଆତ୍ମରକ୍ଷା ପାଇଁ ରାଜରାସ୍ତାକୁ ଓହ୍ଲାଇଛି? ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଆମେ ଦେଖିଥିଲେ ଶାସକ ବିଜେଡି ଏବଂ ଏକ ପ୍ରକାର ନିଷ୍କ୍ରିୟ ବିରୋଧୀ ଦଳକୁ। କିନ୍ତୁ ୨୦୨୪ ନିର୍ବାଚନ ପରେ ଓଡ଼ିଶାର ରାଜନୈତିକ ମାନଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ଆଜି ପ୍ରଶ୍ନ ଉଠୁଛି, ଓଡ଼ିଶାର ଏହି ଦୁର୍ଦ୍ଦଶା ପାଇଁ ଦାୟୀ କିଏ? ଏଥିପାଇଁ ତିନିଟି ମୁଖ୍ୟ କାରଣ ରହିଛି: ୧. ରାଜ୍ୟରେ ଦୁର୍ବଳ ନେତୃତ୍ୱ? ୨. ଜନମତର କ୍ଷୀଣ ସ୍ୱର? ୩. ନା ଏକ ଦୁର୍ବଳ ବିରୋଧୀ ଦଳ? ଆଜି ଆମେ ଏହି ତିନିଟି ପ୍ରସଙ୍ଗର ପୋଷ୍ଟମର୍ଟମ କରିବା। ଆମେ…

Read More