Author: NAZMEEN PARWEEN

କୁହାଯାଏ “Records are meant to be broken”, କିନ୍ତୁ କିଛି ରେକର୍ଡ ଏମିତି ଥାଏ ଯାହା ପାଖରେ ପହଞ୍ଚିବା ଅନ୍ୟମାନଙ୍କ ପାଇଁ ସ୍ୱପ୍ନ ପାଲଟିଯାଏ। ଆଜି ଆମେ ଏମିତି ଜଣେ ଖେଳାଳିଙ୍କ ବିଷୟରେ କଥା ହେବା, ଯିଏ ପଡ଼ିଆକୁ ଓହ୍ଲାଇଲେ କେବଳ ରନ୍ ବର୍ଷା ହୁଏନି, ବରଂ ନୂଆ ନୂଆ ଇତିହାସ ଲେଖାଯାଏ। ସେ ହେଉଛନ୍ତି ‘କିଙ୍ଗ’ ବିରାଟ କୋହଲି! ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋହଲି ଏମିତି ଏକ ବିଶ୍ୱ ରେକର୍ଡ କରିଛନ୍ତି, ଯାହା ଆଜି ପର୍ଯ୍ୟନ୍ତ କ୍ରିସ୍ ଗେଲ୍ କିମ୍ବା ରୋହିତ ଶର୍ମାଙ୍କ ଭଳି ମହାରଥୀ ମଧ୍ୟ କରିପାରି ନାହାଁନ୍ତି। କଣ ସେହି ରେକର୍ଡ? କେମିତି ଆରସିବି ପୁଣିଥରେ ନିଜର ଜଲୱା ଦେଖାଇଲା? ଆଜି ଆମେ ଏହି ଭିଡିଓରେ ସବୁକିଛି ବିସ୍ତାର ଭାବେ ଜାଣିବା। କୋହଲିଙ୍କ ସେହି ଐତିହାସିକ ବିଶ୍ୱ ରେକର୍ଡ ଆପଣମାନେ ଜାଣିଥିବେ, ବିରାଟ କୋହଲି ଆଇପିଏଲ୍‍ ଇତିହାସର ସବୁଠାରୁ ସଫଳ ବ୍ୟାଟର। କିନ୍ତୁ ଗୁଜରାଟ…

Read More