Author: NAZMEEN PARWEEN

କ୍ରିକେଟ୍ ଏମିତି ଏକ ଖେଳ ଯାହା ସୀମା ମାନେନାହିଁ। ଭାରତରେ କ୍ରିକେଟ୍ ପ୍ରତି ଦିନ ନୂଆ ନୂଆ ପ୍ରତିଭାଙ୍କ ଜନ୍ମ ଦିଏ, କିନ୍ତୁ ଆଜି ଆମେ ଯେଉଁ ପିଲାଟି ବିଷୟରେ କଥା ହେବା, ସେ କେବଳ ଭାରତରେ ନୁହେଁ, ବରଂ ଆମର ଶତ୍ରୁ ଦେଶ ପାକିସ୍ତାନରେ ବି ହଇଚଇ ସୃଷ୍ଟି କରି ସେଠାକାର କ୍ରିକେଟ ବିଶ୍ଳେଷକଙ୍କ ଆଖିରୁ ନିଦ ହଜେଇ ଦେଇଛି। ମାତ୍ର ୧୫ ବର୍ଷର ଜଣେ ବାଳକ, ଯାହାର ବୟସ ହୁଏତ ବୋର୍ଡ ପରୀକ୍ଷା ଦେବାର କଥା, ସେ ଆଜି ଆଇପିଏଲ୍‍ ୨୦୨୬ର କ୍ରିକେଟ ମଇଦାନରେ ଦୁନିଆର ବଡ଼ ବଡ଼ ବୋଲରଙ୍କ ନିଦ ହଜାଇ ଦେଇଛି। ସେ ହେଉଛନ୍ତି ରାଜସ୍ଥାନ ରୟାଲ୍ସର ନୂଆ ତାରକା ଭୈଭବ ସୂର୍ଯ୍ୟବଂଶୀ। ତାଙ୍କ ବ୍ୟାଟିଂ ଦେଖି ପାକିସ୍ତାନୀ ଏକ୍ସପର୍ଟମାନେ ଏତେ ଆଶ୍ଚର୍ଯ୍ୟ ହୋଇଛନ୍ତି ଯେ, ସେମାନେ କହୁଛନ୍ତି – “ଏହି ପିଲାଟି ମଣିଷ ନୁହେଁ, ତା’ ଭିତରେ କୌଣସି ଏଆଇ ଚିପ୍ ଲାଗିଛି!” ଆଜିର…

Read More